କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ପାଛୋଟା!
ଓଳିଗି, Sarmistha ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିନ୍ହ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୧୧:୧୮, ୧ ଏପ୍ରିଲ ୨୦୧୨ (UTC)

ଆପଣ ଉଇକିପିଡ଼ିଆରେ ଲେଖିବାକୁ କିଛି ସହଯୋଗ ଲୋଡୁଛନ୍ତି କି? ସମ୍ପାଦନା

 
ଆଦରର Sarmistha~orwiki!,

ଆପଣ ଉଇକିପିଡ଼ିଆରେ ଲେଖିବା ବାବଦରେ ଏକ କର୍ମଶାଳାରେ ଯୋଗ ଦେଇଥିଲେ ।

♦ ଯଦି ଆପଣଙ୍କୁ କୌଣସି ପ୍ରକାରର ସହଯୋଗ ଲୋଡ଼ା ତେବେ ଦୟାକରି ଏହି ଲିଙ୍କକୁ ଯାଆନ୍ତୁ: ଚାଟସଭା
ଯଦି ଆପଣ କି ପ୍ରକାରର ପ୍ରସଙ୍ଗ ଲେଖିବେ ତାହା ଜାଣିପାରୁନାହାନ୍ତି ତେବେ ଏଠାରେ ଆପଣଙ୍କ ପାଇଁ ପାଞ୍ଚୋଟି ନମୁନା ରହିଲା: କୋଣାର୍କ, ନନ୍ଦନକାନନ, ଭୁବନେଶ୍ଵର, କମ୍ପ୍ୟୁଟରମଧୁସୂଦନ ଦାସ
♦ ଉପରେ ଥିବା ଲିଙ୍କରେ କ୍ଲିକ କରି ପ୍ରସଙ୍ଗଟି ପଢ଼ନ୍ତୁ, ସେଥିରେ କିଛି ଭୁଲ ଥିଲେ ବାଛନ୍ତୁ, ଏହାକୁ ବଦଳାନ୍ତୁରେ କ୍ଲିକ କରନ୍ତୁ, ତହିଁରେ କିଛି ଉପଯୋଗୀ ତଥ୍ୟ ଯୋଡ଼ନ୍ତୁ ଓ ଏକ ପ୍ରମାଣଯୋଗ୍ୟ ମୂଳ ଆଧାର ଯହିଁରୁ ଆପଣ ସେହି ତଥ୍ୟ ନେଇଛନ୍ତି ତାହାର ବିବରଣୀ ଦିଅନ୍ତୁ ।
♦ ଆପଣ କରିଥିବା ବଦଳର ଏକ ଛୋଟ ସାରକଥା ଦିଅନ୍ତୁ ଓ ସାଇତିବେ ରେ କ୍ଲିକ କରି ଲେଖାଟି ସାଇତନ୍ତୁ ।
ଲେଖି ଚାଲନ୍ତୁ!

-- ସୁଭ (ଆଲୋଚନା)

Your account will be renamed ସମ୍ପାଦନା

୦୪:୨୩, ୧୮ ମାର୍ଚ୍ଚ ୨୦୧୫ (UTC)

୧୦:୦୯, ୧୯ ଅପ୍ରେଲ ୨୦୧୫ (UTC)