କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Sangram450,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ତାର ଯୋଡ଼ିବେ? ୧୫:୫୯, ୨୪ ମଇ ୨୦୧୪ (UTC)

ଧନ୍ୟବାଦ ଅଂଶୁମାନ ଭାଇ :) ସଂଗ୍ରାମ ବିଶ୍ଵାଳ (ମୋ ଆଲୋଚନା) ୧୯:୩୭, ୨୭ ମଇ ୨୦୧୪ (UTC)

ବିଜୁ ପଟ୍ଟନାୟକ ପ୍ରସଙ୍ଗରେ ତମର ଅବଦାନ ସମ୍ପାଦନା

ଭାଇ, ତମେ ଡାକିବାରେ କିଛି ଅଡ଼ୁଆ ନାହିଁ ତ, ମୋତେ ବି ତମେ ଡାକିଲେ ଖୁସି ହେବି! :)

ବିଜୁ ପଟ୍ଟନାୟକ ପ୍ରସଙ୍ଗରେ ଅଧିକ ତଥ୍ୟ ଯୋଡ଼ି ଧୀରେ ଧୀରେ ସମୃଦ୍ଧ କରୁଥିବାରୁ ସାଧୁବାଦ! ତେବେ ଯେଉଁ ତଥ୍ୟସବୁ ପତ୍ରପତ୍ରିକା ବା ଖବରକାଗଜରୁ ନେଉଛ ସେଥିରେ ଆଧାର ଦେବା ବି ଜରୁରୀ । ମୁଁ ତଳେ ଲେଖୁଛି କେମିତି କରିବ । ବ୍ୟବହାରକାରୀ:Psubhashish/ଆଧାର --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୫:୩୫, ୨୬ ମଇ ୨୦୧୪ (UTC)

 :ସୁଭାସିସ ଭାଇ ତମେ ଡାକ କିଛି ଅଡୁଆ ନାହିଁ :) , ମୁ ଏହି ପ୍ରସଂଗ ଟିକୁ ଧିରେ ଧିରେ ସମୃଦ୍ଧ କରୁଛି । ସମୟ ଅଭାବ ରୁ ମୁ ସିଘ୍ର ଲେଖି ପାରୁନି :( । ମୁ ଆଧାର ଦବା ଜାଣିନଥିଲି ତୁମେ ଜଣେଇଦେଲ ଏଥର ନିସ୍ଚିଂତ ଦେବି :)

ମୋର ବନାନ ଗତ ତୃଟି କୁ ସୁଧାରିବାକୁ ପ୍ରୟାସ ଜାରି ରଖିଛି | କିଛି ଭୁଲ ଦେଖିଲେ ଦୟାକରି ଜଣେଇବେ ଓ ତାକୁ ସୁଧାରିବା ବାଟ ବତେଇ ଦେବେ ସଂଗ୍ରାମ ବିଶ୍ଵାଳ (ମୋ ଆଲୋଚନା) ୧୯:୫୪, ୨୭ ମଇ ୨୦୧୪ (UTC)