ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଓଡିଆ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Ramananda, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୨୦, ୧୯ ଅପ୍ରେଲ ୨୦୧୪ (UTC)

ଆପଣଙ୍କ ଲିଖିତ ପ୍ରସଙ୍ଗ ସମ୍ପାଦନା

ରାମାନନ୍ଦ ବାବୁ,

ଆପଣଙ୍କ ଲିଖିତ "ଶ୍ରୀଗଙ୍ଗା ସ୍ତ୍ରୋତ୍ରମ" ପ୍ରସଙ୍ଗଟି ଉଇକିପିଡ଼ିଆରେ ରହିବା ଅନୁପଯୋଗୀ ହୋଇଥିବାରୁ ତାହାକୁ ଲିଭାଇ ଦିଆଗଲା । ଉଇକିପିଡ଼ିଆ ଏକ ଜ୍ଞାନକୋଷ/ଏନସାଇକ୍ଲୋପିଡ଼ିଆ ଓ ଏଥିରେ ଏକ ଶ୍ଳୋକ ରହି ପାରିବ ନାହିଁ । ତେବେ ଶ୍ଳୋକ, ପୁରାଣ ଆଦି ଲେଖିବା ପାଇଁ "ଉଇକିପାଠାଗାର" ନାମକ ଆଉ ଏକ ପ୍ରକଳ୍ପ ରହିଛି । ଆପଣ https://wikisource.org/wiki/Main_Page/Odia କୁ ଯାଇ ସେଠାରେ ଶ୍ଳୋକମାନ ଆରମ୍ଭ କରିପାରିବେ । ଏଠାରେ, ଉଇକିପିଡ଼ିଆରେ ଆପଣ ଏକ ସ୍ଥାନ, ପରମ୍ପରା, ବିଜ୍ଞାନ, କଳା, ସାହିତ୍ୟ, ଇତିହାସ ବାବଦରେ ପ୍ରସଙ୍ଗଟିଏ ଲେଖିପାରିବେ । ତଳେ ଆପଣଙ୍କ ଅବଗତି ନିମନ୍ତେ କଣ ଲେଖିପାରିବେ ଆଉ କଣ ଲେଖିପାରିବେ ନାହିଁ ତାହା ଦିଆଗଲା ।

 
ଉଇକିପିଡ଼ିଆରେ କଣ ଲେଖିପାରିବେ ଓ କଣ ଲେଖିପାରିବେ ନାହିଁ

ଲେଖାଲେଖିରେ କିଛି ଅସୁବିଧା ହେଲେ ସହାୟତା ପାଇଁ ଆମର ଚାଟସଭାରେ ପ୍ରଶ୍ନ ପଚାରିପାରିବେ କିମ୍ବା ମୋ ନାମ ପରେ ଥିବା (ଆଲୋଚନା)ରେ ଯାଇ ମଧ୍ୟ ପଚାରିପାରିବେ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୩:୫୧, ୨୩ ଜୁଲାଇ ୨୦୧୪ (UTC)