ଆପଣଙ୍କ ନିକଟର ଅସଦାଚରଣ

ସମ୍ପାଦନା

@Jenataxon ଦୟାକରି ଜାଣିବେ ଯେ ଆପଣ ନିକଟରେ ଏକାଧିକ ପୃଷ୍ଠାରେ ଏକ ବିଷୟ ଲେଖିବାକୁ ଚେଷ୍ଟାକରିଛନ୍ତି ଯାହା ଉଇକିପିଡ଼ିଆ:ନିୟମାବଳୀର ବିରୁଦ୍ଧାଚରଣ । ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆରେ ଏକ ଏନସାଇକ୍ଲୋପିଡ଼ିଆରେ ଯାହା ରହିବା କଥା ରହେ । ଆଉ ବାହାରେ ଜଣାଶୁଣା ସ୍ଥାନରେ ପ୍ରକାଶିତ ବହି, ଜର୍ଣ୍ଣାଲ, ଖବର ଆଦିର ଆଧାରରେ । ଆପଣ ହୁଏତ ନ ଜାଣି ଏହା କରିଥିବେ । ତେବେ ଏକାଧିକ ଥର କରିଥିବାରୁ ସପ୍ତାହେ ଯାଏ ଆପଣଙ୍କ ଖାତା ଅଟକାଗଲା । ଯଦି ଆଗକୁ ଆପଣ ସମ୍ପାଦନା କରିବାରେ ଇଚ୍ଛୁକ ଉପର ଲିଙ୍କରୁ ଉଇକିପିଡ଼ିଆରେ ସମ୍ପାଦନା ଶିଖି ସମ୍ପାଦନା କରିପାରିବେ । ତେବେ ଜାଣିରଖନ୍ତୁ କେବଳ ଜଣେ ବ୍ୟକ୍ତିଙ୍କ ବାବଦରେ ପ୍ରଚାରମୂଳକ ପ୍ରସଙ୍ଗ ଲେଖିବାକୁ ଆଉଥରେ ଚେଷ୍ଟାକଲେ ଆପଣଙ୍କ ଖାତା ଚିରଦିନ ପାଇଁ ଅଟକାଯାଇପାରେ । Psubhashish (ମୋ ଆଲୋଚନା) ୦୨:୪୦, ୨୮ ଅକ୍ଟୋବର ୨୦୨୪ (IST)Reply