Extended content

ଉଇକିକନଫେରେନ୍ସ ଇଣ୍ଡିଆ ୨୦୧୧ ନିମନ୍ତେ ଆମନ୍ତ୍ରଣ ସମ୍ପାଦନା


ଆଜ୍ଞା ନମସ୍କାର Ansumang,

ପ୍ରଥମ ଉଇକିକନଫେରେନ୍ସ ଇଣ୍ଡିଆ ମୁମ୍ବାଇ ଠାରେ ୧୮-୨୦ ନଭେମ୍ବର ୨୦୧୧ରେ ହେବାକୁ ଯାଉଛି ।
ଆପଣ ଆମର ପ୍ରଧାନ ପୃଷ୍ଠା, ଫେସବୁକ କାର୍ଯ୍ୟକ୍ରମ ଓ ଆମର ଅବେଦନ ଫର୍ମଟି ମଧ୍ୟ ଦେଖିପାରିବେ । ଏହି ସବୁ କାମ ୧୦୦ ଦିନର WikiOutreach ରୁ ଆରମ୍ଭ ହେବ
ଯେହେତୁ ଆପଣ ଉଇକିପିଡ଼ିଆ ସଙ୍ଗଠନରେ ସଚଳ ଆମ୍ଭେ ଆପଣଙ୍କୁ ଏହି ମହାମେଳଣରେ ଯୋଗଦାନ ଓ ନିଜର ଅନୁଭୂତି ବାଣ୍ଟିବା ନିମନ୍ତେ ନିମନ୍ତ୍ରଣ କରୁଅଛୁ । ଆପଣଙ୍କ ଅବଦାନ ନିମନ୍ତେ ଅନେକ ସାଧୁବାଦ । ୧୮-୨୦ ନଭେମ୍ବରରେ ମୁମ୍ବାଇରେ ଆପଣଙ୍କୁ ଭେଟିବା ଅପେକ୍ଷାରେ।

---Srikant Kedia ୧୩:୨୫, ୮ ଅଗଷ୍ଟ ୨୦୧୧ (UTC)

ଆଜ୍ଞା ନମସ୍କାର ସମ୍ପାଦନା

ମୁ ଚାହୁଞ୍ଚି କିଛି ଲେଖା ଅବଦାନ କରିବାକୁ ଓଡିଶାର ବର୍ତମାନ ଶିଖ୍ୟା ପରିସ୍ଥିତି ବିଷୟରେ . ନିଜ ବିଷୟରେ ଆଉ ନିଜ ଗାଁ ବିଷୟରେ ବି ଲେଖିବାକୁ ଚାହୁଁଛି। ଦୟାକରି କହିବେ କି ଏକାଥରେ କେମିତି ଲେଖି ପାରିବି ମତେ ଲିଙ୍କ ଗୁଡିକ ଦେଇ ଦିଅନ୍ତୁ। ଧନ୍ୟବାଦ ଜ୍ଞାନରଞ୍ଜନ ସାହୁ 9437403427 ଭୁବନେଶ୍ଵର

ଲେଖା ଗୁଡାକ ବୁଝିବା କଷ୍ଟ ହଉଚି. I mean it feels like translating from English, not native Odia. I got a mail from wiki....but dont think i understand much of what was sent in a poorly translated odia text. I think you asked me to be more active. If that's the case, i am there. Just brief me what is the current work in the community and where i can get in.


Hi, testing..ସୁଭାସିସପାଣିଗାହି.ମୋତେ କହିବେ କିଛି?

Extended content

Dear Ansuman thanks for your message. ସମ୍ପାଦନା

Dear Ansuman I am glad you are taking interest in making Odia Wikipedia a great place. But dear friend for your kind information we have so many things on Odia wiki now which are either obsolete words and or are something which is being used by only a handful of people anywhere in Odisha. Like a common word which I have noticed many times on Odia Wikipedia and I have raised a thousand times questions against use of such a language on Odia Wikipedia, i.e. ପାଛୋଟା .... ମୋ ମତରେ ଏହି ସ୍ଥାନରେ ଆମେ ସ୍ବାଗତ ବୋଲି ଲେଖିବା ଭଲ ହେବ ୤ ସେହି ପରି ଓଳିଗି ସ୍ଥାନରେ ନମସ୍କାର ବା ପ୍ରଣାମ ବୋଲି ଲେଖାଯାଇ ପାରେ ୤ ଫରଦ ସ୍ଥାନରେ ପୃଷ୍ଠା ଲେଖା ଯାଇ ପାରେ୤ ତେଣୁ ଏହି ସବୁ ବିଷୟ ପ୍ରତି ଧ୍ୟାନଦେଲେ ମୁଁ ଭାବୁଛି ଓଡ଼ିଆ ୱିକିପେଡ଼ିଆ ଅଧିକ ଲୋକପ୍ରିୟ ହୋଇ ପାରିବ୤ ଅତୀତରେ ଏହି ସବୁ ବିଷୟକୁ ଆଧାର କରି ଅନେକ ବାଦାନୁବାଦ ହୋଇଛି, ଏବଂ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ଏହି ସବୁ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ୤

ଗତ କିଛି ଦିନ ତଳେ ମୁଁ ୱିକିପେଡ଼ିଆର ଆଲୋଚନା ବା ସୂଚନା ପୃଷ୍ଠାରେ କିଛି ପରିବର୍ତ୍ତନ କରିଥିଲି, ଯା’ହେଉ ସେ ସବୁ ରହିଛି୤ ହେଲ ତଥାପି ୱେବ୍ ସାଇଟ୍ ବଦଳରେ ବେବସାଇଟ୍ ଲେଖାଯିବା ଦ୍ୱାରା କଣ ଯେ ଲାଭ ହେଉଛି ମୁଁ ବୁଝିପାରୁନି ୤ ଯଦି ସହଜରେ ଆମେ ୱିକିପେଡ଼ିଆ ବୋଲି ଲେଖିପାରିଲେ ତେବେ ୱେବ୍ ସାଇଟ୍ ଲେଖିଲେ ଅସୁବିଧା କଣ ? ଛାଡ଼ନ୍ତୁ, ସେହି ସବୁ ବିଷୟରେ ଚିନ୍ତା କରିବାପାଇଁ ପରିଚାଳକ ଗୋଷ୍ଠୀ (ପରିଛା ଗୋଠ) ଅଛନ୍ତି୤ ସତ କହୁଛି ପରିଛାର ଅର୍ଥ ବୁଝିବା ପାଇଁ ମୋତେ ଅନେକ ସମୟ ଲାଗିଗଲା, ତ ଜଣେ ସାଧାରଣ ଓଡ଼ିଆ ଏହାକୁ କେମିତି ବୁଝୁଥିବା ତାହା ମୋ ଭାବନାରୁ ଉର୍ଦ୍ଧ୍ବରେ୤

ଓଡ଼ିଆ ୱିକିପେଡ଼ିଆକୁ ସର୍ବଜନମୁଖୀ କରାଇବାପାଇଁ ହେଲେ ପ୍ରଥମେ ସମସ୍ତେ ବୁଝି ପାରୁଥିବା ଭଳି ଭାଷାର ବ୍ୟବହାର ଅତ୍ୟନ୍ତ ଜରୂରୀ ୤ ଦୟାକରି ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଆଯାଉ ୤

(ବି.ଦ୍ର. - ଆଲୋଚନା ପୃଷ୍ଠାରେ କୌଣସି ମନ୍ତବ୍ୟ ଦେଇଦେଲେ ଏହି ସବୁ ପରିବର୍ତ୍ତନ ହେବ ବୋଲି ଆଶା ଅନ୍ତତଃ ମୋର ନାହିଁ, ତେଣୁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଆପଣଙ୍କୁ ଜଣାଇଲି ୤ ) ଧନ୍ୟବାଦ --Drjyotiprasad (ମୋ ଆଲୋଚନା) ୧୭:୪୧, ୨୦ ଫେବୁଆରି ୨୦୧୨ (UTC)

  • Hello, thank you for sharing your point of view. I am not a language expert. According to Wikipedia en:Wikipedia:COMMONNAME policy we (should) use common names. So we have to discuss this issue and get the consensus. Thank You. -- ଅηsuмaη Talk ୧୯:୪୧, ୨୦ ଫେବୁଆରି ୨୦୧୨ (UTC)
Thanks for your concern, but is there any writen evidence as to who coined the use of these words in Wikipedia ? Were these words in use since the beginning of the Odia Wikipedia or were they added later on ? Do you not think that these words are OBSOLETE in this era ? Have you ever welcomed someone at your place by saying PACHHOTA, or showed your respect by saying OLIGI ? These words must be changed, and as you said we need to discuss ... discuss with whom ? does any one mam own the WIKIPEDIA ? It is you, me and us. So if we change why it can not be accepted ? I sincerely beg apology but I feel Wikipedia is being harnessed by a group of people who are doing what ever they think is correct and you know why WIKIPEDIA in ODIA has failed so badly ? Initially so many people wanted it to thrive and also agreed to provide content too, but then this language thing came in and everyone thought we are taking WIKIPEDIA to an unseen era in Odisha HISTORY.
I am sorry to say that, Wikipedia has reallly failed in bringing people together only because this policy and this is not the fault of Wikipedia but a group of people who think Wikipedia is their own and they can do anything. When people like us try to change something you revert back to the previous version claiming that there should be a consensus, have our conscience gone dead ? What consensus do we need to spell SWAGAT instead of PACCHOOTA... ? Buddy, it is time we grow up and see the Wiki in a new light, else it will take ages to get this thing working and a group of people though can create links can not provide all the content that makes wikipedia really worthwhile. Dhanyabaad --Drjyotiprasad (ମୋ ଆଲୋଚନା) ୨୦:୨୧, ୨୦ ଫେବୁଆରି ୨୦୧୨ (UTC)
  • Hello, no written evidence who coined these words and doesn't matter who wrote it, like I said if we get the consensus we can change it. Not a problem. According to Wikipedia guidelines we have to discuss with everyone on Aalochana Sabha page and get the consensus. We have active users and users, everyone is welcome to participate on discussion page. What do you mean by "does any one mam own the WIKIPEDIA ?" ?? Please don't write such sentence. Nobody owns it. And let me tell you Wikipedia is not ruled by any group and nobody can do anything. Thank you. -- ଅηsuмaη Talk ୦୬:୩୦, ୨୧ ଫେବୁଆରି ୨୦୧୨ (UTC)
  • Good morning, thanks for the response. By saying "Does any one man own the WIKIPEDIA ?" I did not mean to hurt your sentiments, but I hope I see some changes in Odia Wikipedia, else all the efforts of trying to bring some change for good will go in vain. When I changed the wikipedia page, did I mention anything wrong there,

ମୁଁ ଯେଉଁ ସବୁ ପରିବର୍ତ୍ତନ କରିଥିଲି ସେଥିରେ ଭୂଲ କଣ ଥିଲା ? କିଛି ବି ନୁହଁ ଆଉ ଯାହା ସବୁ ପରିବର୍ତ୍ତନ ମୁଁ କରିଥିଲି ସେ ସବୁ ମୋ ନିଜର ଭଲ ପାଇଁ କରିନଥିଲି, ଚାହୁଁଥିଲି ଯେ ଓଡ଼ିଆ ୱିକିପେଡ଼ିଆକୁ ଆସୁଥିବା ଦର୍ଶକ ଓ ପାଠକମାନେ କିଛି ଭଲ ଓଡ଼ିଆ ଭାଷାରେ ପଢ଼ନ୍ତୁ ବୋଲି, ତାକୁ ପରିବର୍ତ୍ତନ କରିଦେଲ କାହିଁକି ? ମୁଁ କୌଣସି ପ୍ରକାରର ବିଜ୍ଞାପନ କରୁନଥିଲି, ବା କୌଣସି ପ୍ରକାରର ଅସୁବିଧା ତ କରିନଥିଲି ? ତା ହେଲେ ମୁଁ କରିଥିବା ପରିବର୍ତ୍ତନକୁ ଫେରାଇ ଅଣାଗଲା କାହିଁକି ? କାହିଁକି ଜଣେ ଓଡ଼ିଆଭାବରେ ମୋ କଥାର ମହତ୍ତ୍ବ ରହିଲା ନାହିଁ ? ପାଛୋଟା ଭଳି ଲୁପ୍ତପ୍ରାୟ ଶବ୍ଦ ସ୍ଥାନରେ ସ୍ବାଗତ ଲେଖାକୁ ସ୍ବାଗତ କରାଗଲା ନାହିଁ କାହିଁକି ? ଏହା ଏକ ଉଦାହରଣ ମାତ୍ର, ଅତୀତରେ ଏହିପରି ଅନେକ ଶବ୍ଦର ପରିବର୍ତ୍ତନ ଅତ୍ୟନ୍ତ ଜରୂରୀ ବୋଲି ବାରମ୍ବାର ଆଳୋଚନା ହେଉଥିବା ସତ୍ତ୍ବେ ସେ ସବୁ ହେଲାନାହିଁ କାହିଁକି ? ଆଲୋଚନା ସଭାରେ ସକ୍ରିୟ ସଦସ୍ୟ କେତେଜଣ ଅଛନ୍ତି ? କେତେଜଣ ସତରେ ଓଡ଼ିଆରେ ଲେଖି ପାରୁଛନ୍ତି ଓ ପଢ଼ିପାରୁଛନ୍ତି ? ଯଦି ସତରେ ସେମିତି ଲୋକ ଥାଇ ବି ଓଡ଼ିଆ ୱିକିପେଡ଼ିଆ ରେ ଏହି ସବୁ ପ୍ରକାରର ଭାଷାର ପ୍ରଚଳନ ହେଉଛି ତ ବଡ଼ ଦୁଃଖର ସହିତ କହିବାକୁ ପଡୁଛି ଆମ ଭାଷାର ଭାଗ୍ୟ ଆମେ ମୁର୍ଖ ମାନଙ୍କ ହାତରେ ଦେଇ ଦେଇଛୁ ୤

ଏହି ସବୁ ହେବା ସତ୍ତ୍ବେ ଯଦି ଆପଣ ଭାବୁଛନ୍ତି ଯେ ମୁଁ ବିଶ୍ବାସ କରିବି ୱିକିପେଡ଼ିଆ ସମସ୍ତଙ୍କର ବୋଲି, ତା’ହେଲେ ଆପଣ ନିଜକୁ, ମୋତେ ଏବଂ ସମସ୍ତଙ୍କୁ ଠକି ଚାଲିଛନ୍ତି, ନିଜ ବିଶ୍ବାସରେ ଯାହା ଠିକ୍ ତାହା କରି ଚାଲିଛନ୍ତି ୤ ଏହା ଆଦୌ ଗ୍ରହଣୀୟ ନୁହେଁ୤ ଭଲ ଭାଷାରେ ଲେଖିବା ପାଇଁ ମୋତେ କାହାକୁ ଅନୁରୋଧ କରିବା ଆବଶ୍ୟକ ନାହିଁ, ଆଉ ସେହିପରି ଭାଷାକୁ କାଟିଦେଇ ପୁଣିଥରେ ସେଇ ମାନ୍ଧାତା କାଳର ଭାଷାକୁ ପ୍ରଚାର କରୁଥିବା ୱିକିପେଡ଼ିଆରେ ପରିଚାଳକ (ପରିଚ୍ଛା) ମାନେ କେତେ ଜ୍ଞାନୀ ତାହା ମୁଁ ଭଲ ଭାବରେ ଜାଣି ସାରିଛି୤ ଦୟାକରି ନିଜ ଭାଷାକୁ ଅପମାନିତ କରିବା ଛାଡ଼ନ୍ତୁ, ଏହାକୁ ଉନ୍ନତି କରିବାକୁ ଦିଅନ୍ତୁ୤ ନହେଲେ ଓଡ଼ିଆ ୱିକିପେଡ଼ିଆ ଏବେ ନୁହେଁ କି କେବେ ବି ଲୋକ ମାନଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରି ପାରିବ ନାହିଁ୤

--Drjyotiprasad (ମୋ ଆଲୋଚନା) ୦୬:୫୮, ୨୧ ଫେବୁଆରି ୨୦୧୨ (UTC)

You are not listening what I am saying. Before making any changes we have to get the consensus. You have to be patient on Wikipedia. I am going to start a discussion for each words you mentioned on WP:VP. Thank you.-- ଅηsuмaη Talk ୦୭:୧୦, ୨୧ ଫେବୁଆରି ୨୦୧୨ (UTC)
What changes were made after I complained about the things in the welcome page, as posted by me in the form of a picture.
 
What changes are made till now ?

And why should you wait for long for a consensus, if so then why did not you ask for a consensus on the changes that I made, why did you revert back to the old format instantly? Why did not you wait and see the reaction of the so called active members of the Odia Wikipedia ? Why should one be patient if his writing is getting disturbed and while the requests go into dumb ears ? Why do you think will I feel ok waiting for the change to come ? As a member of Odia wikipedia I also have the same rights as anyone else to make changes for good. No one can change that. Will you be happy if someone constantly change your writings on wikipedia, citing things like you need a common consensus ? Buddy, don't fool us and yourself. There is no consensus here, anything which remains is vandalism. Trying to get your own say heard while others, may go to hell. Grow up....

--Drjyotiprasad (ମୋ ଆଲୋଚନା) ୦୭:୨୫, ୨୧ ଫେବୁଆରି ୨୦୧୨ (UTC)

I see you lost your coolness already. And the kind of word you are using is not acceptable. I will have to follow Wikipedia guidelines and go with the consensus. Thank you anyway. -- ଅηsuмaη Talk ୦୭:୪୫, ୨୧ ଫେବୁଆରି ୨୦୧୨ (UTC)

Recheck the page, when you delete a template/files/metafile ସମ୍ପାଦନା

Bhai, you had deleted this page two times. Bhai please recheck that, where the page has been use.. you can see that by going to ବିଶେଷ:ଏଠାରେ_କଣ_ଲିଙ୍କ_ଅଛି/Page Name. --Srikant Kedia ୦୬:୧୩, ୨ ଏପ୍ରିଲ ୨୦୧୨ (UTC)

hmm i know, missed. Thank you, will be careful. -- ଅηsuмaη Talk ୧୦:୨୮, ୨ ଏପ୍ରିଲ ୨୦୧୨ (UTC)
Extended content

Berlin hackathon invitation ସମ୍ପାଦନା

I'm sorry, I only speak English.

I invite you to the yearly Berlin hackathon, 1-3 June. Registration is now open. If you need financial assistance or help with visa or hotel, then please register by May 1st and mention it in the registration form.

This is the premier event for the MediaWiki and Wikimedia technical community. We'll be hacking, designing, teaching, and socialising, primarily talking about ResourceLoader and Gadgets (extending functionality with JavaScript), the switch to Lua for templates, Wikidata, and Wikimedia Labs.

We want to bring 100-150 people together, including lots of people who have not attended such events before. User scripts, gadgets, API use, Toolserver, Wikimedia Labs, mobile, structured data, templates -- if you are into any of these things, we want you to come!.

I also thought you might want to know about other upcoming events where you can learn more about MediaWiki customization and development, how to best use the web API for bots, and various upcoming features and changes. We'd love to have power users, bot maintainers and writers, and template makers at these events so we can all learn from each other and chat about what needs doing.

Check out the the developers' days preceding Wikimania in July in Washington, DC and our other events.

Best wishes!.

- Sumana Harihareswara, Wikimedia Foundation's Volunteer Development Coordinator. Please reply on my talk page, here or at mediawiki.org. Sumanah (ମୋ ଆଲୋଚନା) ୨୧:୩୫, ୫ ଏପ୍ରିଲ ୨୦୧୨ (UTC)

Thank you :-) -- ଅηsuмaη Talk

ଧନ୍ୟବାଦ, ଅଂଶୁମାନ, ଏଇଟା କେବଳ ପରୀକ୍ଷା କରୁଥିଲି, ମୋ ପାଖରେ ଆଉ କେତେକ ନିଜସ୍ୱ ଛବି ରହିଛି, ଯାହାକୁ ମୁଁ କମନସରେ ଅପଲୋଡ କରିବି।--ସୁରଥ କୁମାର ପାଢ଼ୀ (ମୋ ଆଲୋଚନା) ୦୧:୦୧, ୧୬ ଜୁଲାଇ ୨୦୧୨ (UTC)

Hello. I am going to remove a lot of vandalism for your wiki, so it will help a lot if I cut get "Rollback". I am somone you can trust, see m:User:Simeondahl. I hope i can get it, and please replay on m:User talk:Simeondahl, Thanks. Greetings Simeondahl (ମୋ ଆଲୋଚନା) ୦୮:୦୩, ୨୧ ଅଗଷ୍ଟ ୨୦୧୨ (UTC)

Replied there, thanks. -- ଅଂଶୁମାନ ତାର ଯୋଡ଼ିବେ? ୧୬:୩୨, ୭ ସେପ୍ଟେମ୍ବର ୨୦୧୨ (UTC)

ଉଇକିପିଡିଆ ନା ଵିକି/ ୱ ରେ ଇ କାର୍ ମାତ୍ରା ସମ୍ପାଦନା

ଏହି ପ୍ରଧାନ ପୃଷ୍ଠା ନାମ ରେ ବିସଙ୍ଗତି ଥିବା ପରି ମନେହୁଏ | ଏହାକୁ ଉଇକିପିଡିଆ ନ କରି ୱ ରେ ଇ କାର ମାତ୍ରା ବ୍ୟବହାର କଲେ ବୋଧହୁଏ ବେଶି ଭଲ ହୁଅନ୍ତା ଅମିତାଭ୍ ପାତ୍ର, ବରଗଡ, ମୋ:୮୭୬୩୩୨୪୨୯୯

ଏହା ମୋର ବ୍ୟକ୍ତିଗତ ନିର୍ଣ୍ଣୟ ନୁହେଁ, କି କିଏ ଜଣେ ଚାହିଁଲେ ହେବନି । ସମସ୍ତେ, ଖାସ କରି ଯେଉଁମାନେ କାମ କରୁଛନ୍ତି ଚାହିଁଲେ ହୋଇପାରିବ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୩୨, ୭ ସେପ୍ଟେମ୍ବର ୨୦୧୨ (UTC)

Hi Ansumang, can you tell me how to transkribe the name of the Canadian poet en:Patrick Lane? Greetings --Donenosy (ମୋ ଆଲୋଚନା) ୧୨:୦୦, ୧୦ ଜାନୁଆରୀ ୨୦୧୩ (UTC)

transkribe!? Are you asking about meta:Help:Transwiki or en:Wikipedia:TRANSCRIPTION#Translations and transcriptions? What you wanna do?-- ଅଂଶୁମାନ ତାର ଯୋଡ଼ିବେ? ୧୩:୨୦, ୧୦ ଜାନୁଆରୀ ୨୦୧୩ (UTC)

Yust the spelling of the first name (IPA: /ˈpætrɪk/) and family name (/leɪn/). Not the translation of the hole article. Thanks --Donenosy (ମୋ ଆଲୋଚନା) ୨୧:୨୫, ୧୦ ଜାନୁଆରୀ ୨୦୧୩ (UTC)

Okay, then add {{IPAc-en|ˈ|p|æ|t|r|ɪ|k|_|l|eɪ|n}}, after Patrick Lane_ which gives /ˈpætrɪk ln/. For more parameter refer en:Template:IPAc-en. Please let me know if you need any further assistance. -- ଅଂଶୁମାନ ତାର ଯୋଡ଼ିବେ? ୦୬:୩୨, ୧୧ ଜାନୁଆରୀ ୨୦୧୩ (UTC)
I guess he was asking how to write it in Odia script, if so here it is: ପ୍ୟାଟ୍ରିକ ଲେନ --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୭:୩୪, ୧୧ ଜାନୁଆରୀ ୨୦୧୩ (UTC)
That'it. Thank you so much. --Donenosy (ମୋ ଆଲୋଚନା) ୧୪:୧୨, ୧୧ ଜାନୁଆରୀ ୨୦୧୩ (UTC)

Please fill out our brief Individual Engagement Grant survey ସମ୍ପାଦନା

Hello, the Wikimedia Foundation would like your feedback on Individual Engagement Grants! We have created a brief survey to help us better understand your experience participating in the IEG program and how we can improve for the future. You are being selected to participate in our survey because you created an IEG grant proposal.

Click here to be taken to the survey site.

The survey should take less than 10 minutes to complete. We really appreciate your feedback! And we hope to see you in the IdeaLab soon.

Happy editing,

Siko and Jonathan, Grantmaking & Programs, Wikimedia Foundation.

This message was sent via Global message delivery on ୦୧:୫୭, ୧୧ ଅପ୍ରେଲ ୨୦୧୩ (UTC)

ULS ରେ ବନାନ ଭୁଲ ସମ୍ପାଦନା

ଆରେ Transliteration/Inscript ସେ ସ୍କ୍ରିନ ସଟ‌ଟା ଦେଖ ଟିକେ, ବନାନ ଗୁଡ଼ା ଭୁଲ ଆସୁଛି । ଟିକେ ଠିକ କରିଦବ୍ୁ କି? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୧୩:୦୪, ୨ ଜୁଲାଇ ୨୦୧୩ (UTC)

ମୁଁ ଚେଷ୍ଟା କରିଥିଲି, ନାରାୟମ ପାଇଁ ଏସବୁ ଇଂରାଜୀରେ ଅଛି, translatewiki.net ରେ । କିନ୍ତୁ ULS ପାଇଁ ପାଇଲିନି, ଦେଖିବି ଆଉଥରେ । ବଗ ରିପୋର୍ଟ କରିଥିଲୁ ପରା କଣହେଲା? -- ଅଂଶୁମାନ ତାର ଯୋଡ଼ିବେ? ୦୨:୩୩, ୪ ଜୁଲାଇ ୨୦୧୩ (UTC)
ହଁ, ‌ବଗଟା ଏଯାଏ ULS ରେ Deploy ହେଇନି । ମୁଁ ଗୁଗଲ ସର୍ଚରୁ ଏଇଟା ପାଇଲି, ଜାଣିପାରୁଛୁ କି କେଉଁଠି ଏଇଟାକୁ ବଦଳେଇ ହବ? --ସୁଭାସିସ ପାଣିଗାହିମୋତେ କହିବେ କିଛି? ୦୫:୩୫, ୫ ଜୁଲାଇ ୨୦୧୩ (UTC)
Return to the user page of "Ansumang/Archive 1".