ଆଦରର ଗୋଲକ ନନ୍ଦନ ଦାସ, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।


ଆଉ କିଛି ଦରକାରୀ ଲିଙ୍କ

ଧନ୍ୟବାଦ! – ~~~~

--Psubhashish (ମୋ ଆଲୋଚନା) ୧୯:୩୮, ୯ ଅପ୍ରେଲ ୨୦୨୪ (IST)Reply

ଆପଣଙ୍କ ତିଆରି ନୂଆ ପ୍ରସଙ୍ଗ

ସମ୍ପାଦନା

ଆଦରର @ଗୋଲକ ନନ୍ଦନ ଦାସ, ଆପଣ ତିଆରି କରିଥିବା छात्रवृत्ति‎ ପ୍ରସଙ୍ଗ ନାମଟି ହିନ୍ଦୀରେ ଥିବାରୁ ଲିଭାଇଲି ଓ ତା' ବଦଳରେ ଛାତ୍ରବୃତ୍ତିକୁ ଘୁଞ୍ଚାଇଲି । ଦୟାକରି ଦେବନାଗରୀ (ହିନ୍ଦୀ) ବା ଅନ୍ୟ ଲିପିରେ ପ୍ରସଙ୍ଗ ଆଗକୁ ନ ଗଢ଼ିବାକୁ ଅନୁରୋଧ । ଦ୍ୱିତୀୟରେ ଆପଣ ବିନା ଆଧାରରେ (ରେଫରେନ୍ସ) ପ୍ରସଙ୍ଗଟିଏ ଆରମ୍ଭ କରିଛନ୍ତି । ଖୁବ କମ ଲୋକ ଉଇକିପିଡ଼ିଆରେ ସକ୍ରିୟ ଓ ହୁଏତ ଆଉ କେହି ଏ ଛୋଟ ପ୍ରସଙ୍ଗଟିକୁ ଉନ୍ନତ କରିବାରେ ସାହାଯ୍ୟ କରିନପାରନ୍ତି । ଯଦି ଆପଣ ନିଜେ ପ୍ରସଙ୍ଗରେ ଅଧିକ ତଥ୍ୟ ଅନୁବାଦ ଓ ସେଥିରେ ଆଧାର ନ ଯୋଡ଼ିବେ ତାହେଲେ ପ୍ରସଙ୍ଗଟି ପୂରା ଲିଭାଇଦିଆଯାଇପାରେ । ଆପଣଙ୍କୁ ଅନୁରୋଧ ଆଗାମୀ ଦିନରେ ପ୍ରସଙ୍ଗଟିକୁ ଉନ୍ନତ କରିବେ । Psubhashish (ମୋ ଆଲୋଚନା) ୧୯:୪୩, ୯ ଅପ୍ରେଲ ୨୦୨୪ (IST)Reply