ନମସ୍କାର ଇଷ୍ଟୋନିଆନ୍, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଇଷ୍ଟୋନିଆନ୍, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୧:୦୮, ୧୧ ମାର୍ଚ୍ଚ ୨୦୨୧ (IST)Reply

ନୂଆ ପୃଷ୍ଠା ତିଆରି ସମ୍ପାଦନା

ଆପଣ ନିକଟରେ ତିନୋଟି ନୂଆ ପ୍ରସଙ୍ଗ ତିଆରି କରିଛନ୍ତି ଓ ସେ ସମସ୍ତ ଉଇକିପିଡ଼ିଆରେ ରହିବା ଅନୁପଯୋଗୀ । ଦୟାକରି ପ୍ରସଙ୍ଗ ତିଆରି କରିବା ଆଗରୁ ଉଇକିପିଡ଼ିଆ:ନିୟମାବଳୀରୁ ଏଠାରେ କି ପ୍ରକାରର ପ୍ରସଙ୍ଗ ରହିପାରିବ ଓ କଣ ରହିପାରିବ ନାହିଁ ତାହା ଦେଖିପାରିବେ । ସେଠାରେ ନୂଆ ପ୍ରସଙ୍ଗ ତିଆରି କରିବା ବାବଦରେ ମଧ୍ୟ ସୂଚନା ରହିଛି । ଦୟାକରି ଆଗକୁ ଲେଖିବା ଆଗରୁ ନିୟମାବଳୀ ବାବଦରେ ଜାଣିବା ପାଇଁ ଅନୁରୋଧ । ଅନ୍ୟଥା ବାରମ୍ବାର ଏଭଳି ନୂଆ ଓ ଅନୁପଯୋଗୀ ପ୍ରସଙ୍ଗ ତିଆରି କଲେ ଆପଣଙ୍କ ବ୍ୟବହାରକାରୀ ଆକାଉଣ୍ଟ ଅଟକାଯାଇପାରେ । --ସୁଭ (ଆଳାପ) ୨୨:୧୩, ୧୨ ମାର୍ଚ୍ଚ ୨୦୨୧ (IST)Reply