[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବେଲତଳ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦ୍ରାପଡ଼ା ଜିଲ୍ଲା
ପଞ୍ଚାୟତ ସମିତିପଟ୍ଟାମୁଣ୍ଡାଇ
ଗ୍ରାମ ପଞ୍ଚାୟତପଟ୍ଟାମୁଣ୍ଡାଇ
ତହସିଲପଟ୍ଟାମୁଣ୍ଡାଇ
Time zoneIST (+୫.୩୦)
ଡାକ କୋଡ଼
୭୫୪୨୧୫[୧]
Area code+୦୬୭୨୯
ଯାନବାହାନ ପଞ୍ଚୀକରଣOD/୨୯

ବେଲତଳ ଗାଁ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ପଟ୍ଟାମୁଣ୍ଡାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

ଗମନାଗମନ ସମ୍ପାଦନା

ଏହା ଜିଲ୍ଲାର ସଦର ମହକୁମା କେନ୍ଦ୍ରାପଡ଼ା ଠାରୁ ପ୍ରାୟ ୧୯ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷା ସମ୍ପାଦନା

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ତଥା ସରକାରୀ ମହାବିଦ୍ୟାଳୟ ଅଛି ।

ସଂସ୍କୃତି ସମ୍ପାଦନା

ଏହି ଗାଆଁଠାରୁ ଅଳ୍ପ ଦୂରରେ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର , ସିଦ୍ଧ ପୁରୁଷ ଭୋଳି ବାବାଙ୍କ ଆଶ୍ରମ ଅଛି। ଏଠାରେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥାଏ ।

ଆଧାର ସମ୍ପାଦନା