ବେଲତଳ
ବେଲତଳ ଗାଁ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ପଟ୍ଟାମୁଣ୍ଡାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ବେଲତଳ | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କେନ୍ଦ୍ରାପଡ଼ା ଜିଲ୍ଲା |
ପଞ୍ଚାୟତ ସମିତି | ପଟ୍ଟାମୁଣ୍ଡାଇ |
ଗ୍ରାମ ପଞ୍ଚାୟତ | ପଟ୍ଟାମୁଣ୍ଡାଇ |
ତହସିଲ | ପଟ୍ଟାମୁଣ୍ଡାଇ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪୨୧୫[୧] |
Area code | +୦୬୭୨୯ |
ଯାନବାହାନ ପଞ୍ଚୀକରଣ | OD/୨୯ |
ଗମନାଗମନ
ସମ୍ପାଦନାଏହା ଜିଲ୍ଲାର ସଦର ମହକୁମା କେନ୍ଦ୍ରାପଡ଼ା ଠାରୁ ପ୍ରାୟ ୧୯ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
ସମ୍ପାଦନାଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ତଥା ସରକାରୀ ମହାବିଦ୍ୟାଳୟ ଅଛି ।
ସଂସ୍କୃତି
ସମ୍ପାଦନାଏହି ଗାଆଁଠାରୁ ଅଳ୍ପ ଦୂରରେ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର , ସିଦ୍ଧ ପୁରୁଷ ଭୋଳି ବାବାଙ୍କ ଆଶ୍ରମ ଅଛି। ଏଠାରେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥାଏ ।
ଆଧାର
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |