ବୀର ଶିକାରଗଡ ବନ୍ୟଜନ୍ତୁ ଅଭୟାରଣ୍ୟ

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବୀର ଶିକାରଗଡ ବନ୍ୟଜନ୍ତୁ ଅଭୟାରଣ୍ୟ,
ପଞ୍ଚକୁଲା ଜିଲା , ହରିୟଣା , ଭାରତ
बीड़ शिकारगाह वन्यजीव अभयारण्य,
जिला पंचकूला, हरियाणा, भारत
ବନ୍ୟଜନ୍ତୁ ଅଭୟାରଣ୍ୟ
CountryIndia
Government
 • BodyHaryana Forest Department
Time zoneUTC+5:30 (IST)
Websitewww.haryanaforest.gov.in

ବୀର ଶିକାରଗଡ ବନ୍ୟଜନ୍ତୁ ଅଭୟାରଣ୍ୟ (Hindi: बीड़ शिकारगाह वन्यजीव अभयारण्य) ଭାରତୀୟ ରାଜ୍ୟ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ଅବସ୍ଥିତ । ଏହାର ଆୟତନ ୭୬୭.୩୦ ବର୍ଗ କିଲୋମିଟର । ଏହା ମଧ୍ୟରେ ପିନିଜୋରେସ୍ଥିତ ଛଞ୍ଚାଣ ରକ୍ଷଣ ଓ ଅଭିବୃଧ୍ହୀ କେନ୍ଦ୍ର ମଧ୍ୟ ରହିଛି । 

ଅବସ୍ଥିତି  ସମ୍ପାଦନା

ଏହା ପିନିଜୋରଠାରୁ ୮ କିଲୋମିଟର ଦୂରରେ ଅବସ୍ଥିତ । .[୧] ଏହା ନିକଟବରତି ମୁଖ୍ୟ ସ୍ଥାନ ମାନଙ୍କ ସହ ରାସ୍ତା ପଥରେ ସଂଯୁକ୍ତ। 1987 ମସିହାରେ ଏହା ହରିୟଣା ସରକାରଙ୍କ ଜଙ୍ଗଲ ବିଭାଗଦ୍ୱାରା ଅଭୟାରଣ୍ୟ ଭାବରେ ଘୋଷିତ ହେଇଥିଲା । 

ପରିବେଶ ନିୟନ୍ତ୍ରିତ ଅଞ୍ଚଳ  ସମ୍ପାଦନା

ଭାରତ ସରକାର ଏହାକୁ 2009 ମଶିହାରେ ପରିବେଶ ନିୟନ୍ତ୍ରିତ ଅଞ୍ଚଳ ରୂପେ ଘୋଷଣା କରିଥିଲେ । ଫଳରେ ଏହାର ୫ କିଲୋମିଟର ବ୍ୟାସ ଅଞ୍ଚଳରେ କୌଣଶି ନିର୍ମାଣ ହେଇପାରିବ ନାହିଁ ଓ ପରବେଶ ବଜାୟ ରହିବ  ।.[୨]

Animals ସମ୍ପାଦନା

 
Indian leopard

ଶିବାଳିକ ପାର୍ବତ୍ଯ ଅଞ୍ଚଳରେ ଶିକାରଗଡ , ଖୋଲି ହି-ରଇତାନ ଓ କଲେଶର , ଏହି 3ଟି ଅଭୟାରଣ୍ୟ ବା ଜାତୀୟ ପାର୍କ ଖୁବ ନିକଟରେ ଅବସ୍ଥିତ । ତେଣୁ ସେ ସବୁ ଅଞ୍ଚଳରେ ଜୀବଜନ୍ତୁ ସମାନ ପ୍ରକାରର ଦେଖା ଯାଇଥାନ୍ତି । ବୃକ୍ଷ ମଧ୍ୟରେ ମଧ୍ୟ ସମାନତା ରହିଥାଏ । ଏହି ଅଞ୍ଚଳରେ ଭାରତୀୟ ଲେପାର୍ଡ , ଏସୀୟ ହାତୀ , ଚିତଳ , ସଂଭର , ଭାରତୀୟ କୋକି ଶିଆଳ ଲାଙ୍ଗୁର , ମଙ୍ଗୁଜ , ଜଙ୍ଗଲି ବିରାଡି ଆଦି ପ୍ରାଣୀ ରହିଥାନ୍ତି । [୩]

ନିକଟସ୍ଥ ଆକର୍ଷଣ  ସମ୍ପାଦନା

  •  କଲେସାର ଜାତୀୟ ପାର୍କ - ଏହା ଯମୁନାନଗରଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ।
  • ଖୋଳ-ହି -ରତ୍ତାନ ବନ୍ୟ ପ୍ରାଣୀ ଅଭୟାରଣ୍ୟ - ଏହା ବୀର ଶିକାରଗଡଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ । 

ପୁନଶ୍ଚ ଦେଖଣା  ସମ୍ପାଦନା

ଆଧାର  ସମ୍ପାଦନା

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; HarFor1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. http://epaper.timesofindia.com/Default/Layout/Includes/TOINEW/ArtWin.asp?
  3. Government of India's Ministery of Environment and Forests clearance, published: 2013