"ଖଣିଜ ଜଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଟିକେ ବହୁପ୍ରଚଳିତ ବନାନ "ହିନ୍ଦୀ" (via JWB)
 
୧୨ କ ଧାଡ଼ି:
==ଉପାଦାନ==
[[File:Stilles_Mineralwasser.jpg|upright|thumb|ଖଣିଜ ଜଳ]]
ଜଳରେ ଅଧିକ ପରିମାଣର କ୍ୟାଲସିଅମ ଓ ମ୍ୟାଗନେସିଅମ ଦ୍ରବୀଭୁତ ହୋଇଥିଲେ ତାହାକୁ ଭାରୀ ଜଳ ବା ହାର୍ଡ଼ ୱାଟର, (ହିନ୍ଦିହିନ୍ଦୀ ଭାଷାରେ କଠୋର ଜଳ) କୁହାଯାଏ । ଅଳ୍ପ ପରିମାଣର କ୍ୟାଲସିଅମ ଓ ମ୍ୟାଗନେସିଅମ ଆୟନ ଜଳରେ ଥିଲେ ତାହାକୁ ସଫ୍ଟ ୱାଟର ବା ମୃଦୁ ଜଳ କୁହାଯାଏ ।<ref>{{cite web|url=https://water.usgs.gov/edu/hardness.html|title=Hard Water |publisher= USGS|date= 8 April 2014|accessdate=16 May 2015}}</ref>
 
ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଅନୁସାରେ ମିନେରାଲ ଜଳରେ ଏକ ମିଲିଅନ ଅଂଶରେ ୨୫୦ ଅଂଶ ଦ୍ରବିଭୁତ କଠିନ ପଦାର୍ଥ ଥାଏ ଯାହା ଭୌଗଳିକ ଓ ଶାରୀରିକ ସୁରକ୍ଷାପ୍ରାପ୍ତ ହୋଇ ଭୂଗର୍ଭରେ ଲୁକ୍କାୟିତ ଭାବରେ ଥାଏ । ଏଥିରେ କୌଣସି ଖଣିଜ ପଦାର୍ଥ ମିଶାଯାଏ ନାହିଁ । <ref>[http://www.fda.gov/NewsEvents/Testimony/ucm170932.htm FDA U.S. Food and Drug Administration, ''Regulation of Bottled Water: Appendix'': "Mineral Water"] Retrieved 28 March 2010</ref> ଅନେକ ସ୍ଥାନରେ କାର୍ବୋନେଟେଡ ଜଳ ବା ସୋଡ଼ା ଜଳକୁ ମିନେରାଲ ୱାଟର କୁହାଯାଏ ଯାହା ପାଇପ ଜଳଠାରୁ ପୃଥକ୍ ।
"https://or.wikipedia.org/wiki/ଖଣିଜ_ଜଳ"ରୁ ଅଣାଯାଇଅଛି