"ଇଣ୍ଟସସେପସନ (ମେଡିକାଲ ବେମାରି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
"ପରବର୍ତ୍ତୀ" ସଠିକ ବନାନ (via JWB)
(ବନାନ ସଂଶୋଧନ କରାଗଲା)
ଟିକେ ("ପରବର୍ତ୍ତୀ" ସଠିକ ବନାନ (via JWB))
 
}}
<!-- Definition and symptoms -->
'''ଇଣ୍ଟସସେପସନ''' (ଇଂରାଜୀ ଭାଷାରେ '''Intussusception''') ଏକ ବେମାରୀ ଯେଉଁଥିରେ [[ଅନ୍ତନଳୀ]]ର ([[:en:intestine|intestine]]) କିଛି ଅଂଶ ତା' ପରବର୍ତ୍ତିପରବର୍ତ୍ତୀ ଅଂଶ ଭିତରକୁ ପଶିଯାଏ ([[:en:invaginate|folds into]]) ।<!-- <ref name=Mar2017/> --> ଏହା ସାଧାରଣତଃ କ୍ଷୁଦ୍ରାନ୍ତ୍ରରେ ([[:en:small bowel|small bowel]]) ହୁଏ, କ୍ୱଚିତ ବୃହଦନ୍ତ୍ରରେ ([[:en:large bowel|large bowel]]) ହୁଏ ।<!-- <ref name=Mar2017/> --> ଏହି ରୋଗରେ ପେଟରେ ବାରମ୍ବାର ଯନ୍ତ୍ରଣା ହୁଏ ଓ ବନ୍ଦ ହୋଇଯାଏ, ବାନ୍ତି, ପେଟ ଫୁଲା, ଓ ରକ୍ତମିଶା ଝାଡ଼ା ହୁଏ ।<!-- <ref name=Mar2017/> --> ଏହା ଫଳରେ [[କ୍ଷୁଦ୍ରାନ୍ତ୍ର ଅବରୋଧ]] ([[:en:small bowel obstruction|small bowel obstruction]]) ହୋଇଯାଏ ।<!-- <ref name=Mar2017/> --> ଅନ୍ୟ ଜଟିଳତା ମଧ୍ୟରେ [[ପେରିଟୋନାଇଟିସ]] ([[:en:peritonitis|peritonitis]]) ବା [[ଅନ୍ତନଳୀ ଛିଦ୍ର]] ([[:en:bowel perforation|bowel perforation]]) ହୋଇଯାଏ ।<ref name=Mar2017>{{cite journal|last1=Marsicovetere|first1=P|last2=Ivatury|first2=SJ|last3=White|first3=B|last4=Holubar|first4=SD|title=Intestinal Intussusception: Etiology, Diagnosis, and Treatment.|journal=Clinics in colon and rectal surgery|date=February 2017|volume=30|issue=1|pages=30-39|pmid=28144210}}</ref>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
୧୩,୮୭୬

ଗୋଟି ସମ୍ପାଦନା