"ଶ୍ରେଣୀ ଆଲୋଚନା:କୋଭିଡ ପାଣ୍ଡେମିକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮ କ ଧାଡ଼ି:
: କଥାଟା ସତ {{ping|Subas Chandra Rout}} ସାର ହେଲେ କୋଭିଡ-୧୯ ଏଣ୍ଡେମିକ, ଏପିଡେମିକ ଓ ପାଣ୍ଡେମିକ ତିନୋଟି ଅଛି କି? ଯଦି ନା ତାହେଲେ ଆମେ ମହାମାରୀ ବ୍ଯବହାର କରିପାରିବା ବୋଲି ଭାବୁଛି । ଯଦି କୋଭିଡ-୧୯ ଏଣ୍ଡେମିକ ଓ କୋଭିଡ-୧୯ ଏପିଡେମିକ ଥାଆନ୍ତା ତାହେଲେ ଏ ଅସୁବିଧାଟା ନିହାତି ହୁଅନ୍ତା । --[[ବ୍ୟବହାରକାରୀ:Psubhashish|ସୁଭ]] <sup>[[User_talk:Psubhashish|(ଆଳାପ)]]</sup> ୨୦:୪୧, ୧ ଜୁଲାଇ ୨୦୨୦ (IST)
 
:{{ping|[[ବ୍ୟବହାରକାରୀ:Psubhashish|ସୁଭ]]}} ମହାଶୟ, କୋଭିଡ-୧୯ ତିନି ପ୍ରକାର ନାହିଁ ଓ ରହିବ ନାହିଁ ମଧ୍ୟ । ଏହା ଗୋଟିଏ ପ୍ରକାର । ଏହା କି ପ୍ରକାର ରୋଗ ଓ ତାହାର ଚିହ୍ନଟ ନିମନ୍ତେ ତିନୋଟି ଶବ୍ଦ ବ୍ୟବ‌ହାର କରାଯାଏ । ମହାମାରୀ ଲେଖିଲେ ଭବିଷ୍ୟତରେ ଏହା କେଉଁ ଧରଣର ମହାମାରୀ, କେହି ଜାଣିବେନି । ଜଣେ ଅଭିଜ୍ଞ ଚିକିତ୍ସକ ହିସାବରେ କିଛି ଉପଦେଶ ଦେଲି,ମାନିବେ ବା ନ ମାନିବେ, ଆପଣମାନଙ୍କର ଇଚ୍ଛା । ଏ ବିଷୟରେ ଆଉ ମୁଁ ଅଧିକ କିଛି ଲେଖିବିନି । --[[ବ୍ୟବହାରକାରୀ:Subas Chandra Rout|Subas Chandra Rout]] ([[ବ୍ୟବହାରକାରୀଙ୍କ ଆଲୋଚନା:Subas Chandra Rout|ମୋ ଆଲୋଚନା]]) ୦୬:୪୫, ୨ ଜୁଲାଇ ୨୦୨୦ (IST)
Return to "କୋଭିଡ ପାଣ୍ଡେମିକ" page.