"ପାଉଁଶମୁଣ୍ଡି ବଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୬ କ ଧାଡ଼ି:
 
'''ପାଉଁଶମୁଣ୍ଡି ବଣି''' ([[ଇଂରାଜୀ ଭାଷା|ଇଂରାଜୀ ଭାଷାରେ]] '''Chestnut-tailed Starling''' ବା '''Grey-headed Myna''', ଜୀବବିଜ୍ଞାନ ନାମ ''Sturnia malabarica''<ref name="zuc2008" /><ref name="lovette">{{cite journal|author1=Lovette, I.|author2=McCleery, B.|author3=Talaba, A.|author4=Rubenstein, D.|last-author-amp=yes|year=2008|title=A complete species-level molecular phylogeny for the "Eurasian" starlings (Sturnidae: Sturnus, Acridotheres, and allies): Recent diversification in a highly social and dispersive avian group.|url=http://www.dustinrubenstein.com/webpage/PUBLICATIONS_files/MPE2008.pdf|journal=Molecular Phylogenetics & Evolution|volume=47|issue=1|pages=251–260|doi=10.1016/j.ympev.2008.01.020|pmid=18321732|archiveurl=https://web.archive.org/web/20090205083032/http://www.dustinrubenstein.com/webpage/PUBLICATIONS_files/MPE2008.pdf|archivedate=February 5, 2009|url-status=dead}}</ref>) [[ବଣି]] ଜାତୀୟ ଷ୍ଟାର୍ଲିଂ ପକ୍ଷୀ ପରିବାରର ସଦସ୍ୟ । ଏମାନେ କିଛି ଅଞ୍ଚଳରେ ମୂଳ ନିବାସୀ କିମ୍ଵା କିଛି ଅଞ୍ଚଳରେ ଆଂଶିକ ପ୍ରବାସୀ ଭାବରେ ଦେଖାଯାନ୍ତି । [[ଭାରତ]] ଓ ଦକ୍ଷିଣ-ପୂର୍ବ [[ଏସିଆ|ଏସିଆର]] ଜଙ୍ଗଲ ପରିବାସରେ ଏମାନେ ଦେଖିବାକୁ ମିଳନ୍ତି । ଏହି ପ୍ରଜାତିର ଜୀବବିଜ୍ଞାନ ନାମ ଦକ୍ଷିଣ ଭାରତର ମାଲାବାର ଅଞ୍ଚଳରେ ପରିଲକ୍ଷିତ ଉପପ୍ରଜାତି ଅନୁସାରେ ରଖାଯାଇଛି । ଶୀତଋତୁରେ ପାଉଁଶମୁଣ୍ଡି ବଣି ଭାରତୀୟ ଉପଦ୍ଵୀପ ଅଞ୍ଚଳରେ ପ୍ରବାସ କରିବାକୁ ଆସିଥାନ୍ତି । ମାଲାବାର ଅଞ୍ଚଳରେ ଧଳା ମୁଣ୍ଡ ଥିବା ମାଲାବାର ବଣି (''Sturnia blythii'') ପାଉଁଶମୁଣ୍ଡି ବଣି ପରି ଦେଖିବାକୁ କିନ୍ତୁ ସେମାନେ ଏକ ଭିନ୍ନ ପ୍ରଜାତିର ମାନ୍ୟତା ପାଇଛନ୍ତି ।
 
 
== ବର୍ଗୀକରଣ ଓ ଭୌଗୋଳିକ ବିତରଣ ==
Line ୨୩ ⟶ ୨୪:
 
* '''''ମାଲାବ୍ରିକା ଉପପ୍ରଜାତି''''' ''(S. m. malabarica)'': ଉତ୍ତର-ପୂର୍ବ [[ଭାରତ]], [[ନେପାଳ]], [[ଭୁଟାନ]], [[ବଙ୍ଗଳାଦେଶ]] ଓ ଉତ୍ତର-ପଶ୍ଚିମ [[ବ୍ରହ୍ମଦେଶ|ବ୍ରହ୍ମଦେଶରେ]] ଏହି ଉପପ୍ରଜାତି ବ୍ୟାପ୍ତ ।
 
* '''''ନେମୋରିକୋଲା ଉପପ୍ରଜାତି''''' ''(S. m. nemoricola)'': ଦକ୍ଷିଣ [[ଚୀନ]], [[ତାଇୱାନ]], [[ବ୍ରହ୍ମଦେଶ]], ଥାଇଲ୍ୟାଣ୍ଡ, [[ଲାଓସ]], [[ଭିଏତନାମ]] ଓ [[କମ୍ବୋଡ଼ିଆ|କାମ୍ଵୋଡିଆରେ]] ଏହି ଉପପ୍ରଜାତି ବ୍ୟାପ୍ତ ।
 
Line ୩୫ ⟶ ୩୭:
 
== ପରିସ୍ଥିତିକ ବ୍ୟବହାର ==
 
ପାଉଁଶମୁଣ୍ଡି ବଣିର ବସା ବୃକ୍ଷମୟ ଖୋଲା ଅଞ୍ଚଳ ବା କୃଷିକ୍ଷେତ୍ର ନିକଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳେ । ପାଉଁଶମୁଣ୍ଡି ବଣି ଏକ କୋରଡ଼ ବା ଗର୍ତ୍ତରେ ନିଜର ବସା ବାନ୍ଧିଥାଏ । ମାଈମାନେ ୩-୫ଟି ଅଣ୍ଡା ଦେଇଥାନ୍ତି ।
 
[[ଫାଇଲ:Chestnut-tailed_Starling_on_twig.JPG|ବାଆଁ|thumb|ଗଛ ଡାଳରେ ବସିଥିବା ଏକ ପରିପକ୍ଵ ପାଉଁଶମୁଣ୍ଡି ବଣି]]
ଅନ୍ୟ [[ବଣି]] ପ୍ରଜାତିର ପକ୍ଷୀଙ୍କ ପରି ପାଉଁଶମୁଣ୍ଡି ବଣି ସର୍ବଭକ୍ଷୀ । ଏମାନେ କୀଟପତଙ୍ଗ, ଗଛର ଫଳ ଓ ଫୁଲର ମହୁ ଇତ୍ୟାଦି ଆହରଣ କରିଥାନ୍ତି । ଏମାନେ ପାଖାପାଖି ବିନ୍ୟାସରେ ଦଳବଦ୍ଧ ହୋଇ ଉଡ଼ିଥାନ୍ତି ଓ ସମସ୍ତେ ମିଳିତ ଭାବେ ଏକା ସାଙ୍ଗରେ ଦିଗ ପରିବର୍ତ୍ତନ କରି ଉଡ଼ିପାରନ୍ତି ।
Line ୪୫ ⟶ ୪୯:
 
==ଚିତ୍ର ଗ୍ୟାଲେରୀ==
 
 
<gallery mode="packed">
Grey Headed Starling (Sturnus malabaricus) Photograph by Shantanu Kuveskar.jpg|[[ମହାରାଷ୍ଟ୍ର]]ରେ ଶିମିଳି ଫୁଲରୁ ମହୁ ଖାଉଥିବା ଏକ ପାଉଁଶମୁଣ୍ଡି ବଣି