"ସତ୍ୟନାରାୟଣ ରାଜଗୁରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୯ କ ଧାଡ଼ି:
 
୧୯୪୭ ମସିହାରେ ସେ ଚାକିରି କ୍ଷେତ୍ରରେ ପ୍ରବେଶକରି ‘କଳିଙ୍ଗ ଐତିହାସିକ ଗବେଷଣା ସମିତି’ରେ ଯୋଗ ଦେଇଥିଲେ । ୧୯୫୦ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ‘[[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]’ର ଅଭିଲେଖ ବିଭାଗରେ କ୍ୟୁରେଟର ଦାୟିତ୍ୱ ଓ ପରେ ୧୯୬୩-୧୯୭୦ ପର୍ଯ୍ୟନ୍ତ ଏପିଗ୍ରାଫିଷ୍ଟ ଦାୟିତ୍ୱ ସମ୍ଭାଳିଥିଲେ <ref name="Orissareview">{{cite journal |last1=Rajguru |first1=Sitakanta |title=Memories of My Father |journal=Orissa Review |volume=2010 |issue=April 2010 |page=58|url=http://magazines.odisha.gov.in/Orissareview/2010/April/engpdf/58-64.pdf |accessdate=29 February 2020}}</ref>। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ରୂପେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ ।<ref>{{cite web|title=EMINENT PERSONS|url=http://gajapati.nic.in/sonsofsoil/eminent%5Cemiperson.htm|accessdate=30 April 2014}}</ref>
 
ଇତିହାସ ସଂପର୍କିତ ଗବେଷଣା କରିବା ସମୟରେ ସେ ଓଡିଶାର ଅନେକ ସ୍ଥାନ ବୁଲି ଅନେକ ଶୀଳାଲେଖ ସଂଗ୍ରହ କରିଛନ୍ତି ଏବଂ ସେଗୁଡିକର ଅଧ୍ୟୟନ କରି ଅନେକ ଗୁରୁତ୍ତ୍ଵପୂର୍ଣ୍ଣ ତଥ୍ୟ ମଧ୍ୟ ଉଦ୍ଧାର କରିଛନ୍ତି । ସେଭଳି ଅନେକ ତଥ୍ୟ ସେ ତତ୍କାଳୀନ ବିହାର-ଓଡିଶା ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି, ଆନ୍ଧ୍ରା ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି ତଥା କଳିଙ୍ଗ ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି ତରଫରୁ ପ୍ରକାଶିତ ପତ୍ରିକା ମାଧ୍ୟମରେ ପ୍ରକାଶିତ କରାଯାଇଛି ।<ref name="Orissareview"></ref>
 
== ସାହିତ୍ୟିକ ଅବଦାନ ==