"ଚିତି ସାପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ଛୋଟ|Common Krait}} {{speciesbox|name=ଚିତି ସାପ<br>ଚିଟି ସାପ<br>କଲେଁତ|image=Bu..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୬୨ କ ଧାଡ଼ି:
== ସାହିତ୍ୟରେ ଉଲ୍ଲେଖ ==
ଇଂରାଜୀରେ ଲିଖିତ ''ଦ ଜଙ୍ଗଲ ବୁକ୍'' ଗଳ୍ପରେ “ରିକି ଟିକି ଟେଭି” ପ୍ରସଙ୍ଗରେ ଏକ ଚିତି ସାପ କରୈଟ୍‍ର ଧମକ ଓ ଯୁବା ନେଉଳ ରିକିର ତା’ ସହିତ ଯୁଦ୍ଧ ବିଷୟ ବର୍ଣ୍ଣିତ । ଚିତି ସାପଟି ନାଗଠାରୁ ମଧ୍ୟ ଅଧିକ ଭୟଙ୍କର ପ୍ରତିଦ୍ଵନ୍ଦୀ ହୋଇଥିବା ଏବଂ ଯୁବା ନେଉଳ ରିକି ତାହାକୁ ପରାସ୍ତ କରିଥିବା ଏହି କାହାଣୀରେ କୁହାଯାଇଛି ।
 
ଜେମ୍‍ସ୍ ପ୍ୟାଟର୍ସନ୍‍ଙ୍କ ଲିଖିତ ''ୱିମେନ୍ସ ମର୍ଡରର୍ କ୍ଲବ୍'' ଉପନ୍ୟାସର ୮ମ ସଂଖ୍ୟା “ଏଇଟ୍‍ଥ୍ କନଫେସନ୍”ରେ ହତ୍ୟାକାରିଣୀ ଚିତି ବିଷର ବ୍ୟବହାର କରି ହତ୍ୟା କରୁଥିବା ବିଷୟ ଲିଖିତ ।
 
ରୋଆଲ୍‍ଡ୍ ଡାଲ୍‍ଙ୍କ ''ସମ୍‍ୱନ୍ ଲାଇକ୍ ୟୁ (ଗଳ୍ପ ସଂକଳନ)''ରେ “ପୋଇଜନ୍” ନାମକ ଏକ କ୍ଷୁଦ୍ର ଗଳ୍ପ ରହିଛି ଯେଉଁଥିରେ ଖଟରେ ଶୋଇ ବହି ପଢ଼ୁଥିବା ଲୋକର ପେଟ ଉପରକୁ ଏକ ଚିତି ସାପ ଚଢ଼ିବା ବର୍ଣ୍ଣିତ ।
 
"https://or.wikipedia.org/wiki/ଚିତି_ସାପ"ରୁ ଅଣାଯାଇଅଛି