"ବାନ୍ଧବଗଡ଼ ଜାତୀୟ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୩୪ କ ଧାଡ଼ି:
 
==ଇତିହାସ==
[[File:Shesh Shaiya 01.jpg|thumb|250px|left|ବାନ୍ଧବଗଡ଼ ଜାତୀୟ ଉଦ୍ୟାନର ଶେଷସଜ୍ଜାଶେଷଶଯ୍ୟା ପ୍ରତିମୂର୍ତ୍ତି]]
ବାନ୍ଧବଗଡ଼ ଜଙ୍ଗଲର ଇତିହାସ ବହୁ ବର୍ଷ ପୁରୁଣା । ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ପୂର୍ବରୁ ଏହି ଜଙ୍ଗଲ ''ଶିକାରଗାଃ'' ବା ଶିକାର ଜଙ୍ଗଲ ଭାବେ ପରିଚିତ ଥିଲା । ମହାରାଜା ବା ତାଙ୍କ ଅତିଥିମାନେ ଏଠାକୁ ଶିକାର କରିବାକୁ ଆସୁଥିବାରୁ ଜଙ୍ଗଲର ରକ୍ଷଣାବେକ୍ଷଣ କରାଯାଉଥିଲା ।
 
୪୦ କ ଧାଡ଼ି:
 
୧୯୭୨ ମସିହାରେ ବନ୍ୟଜୀବ ସଂରକ୍ଷଣ ନିୟମ-୧୯୭୨ ଆଗତ ହେବାପରେ ସେହି ବର୍ଷ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ହେଲା ।
 
 
== ମହାବଳ ବାଘ ==