"ଶୁଆ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary |
Hpsatapathy (ଆଲୋଚନା | ଅବଦାନ) ଟିକେ ଉଇକିକରଣ |
||
୨୪ କ ଧାଡ଼ି:
}}
'''ଶୁଆ''' ମୋଟାମୋଟି ଭାବେ ୩୯୩ ଜାତିର
== ପରିଚୟ ==
ଶୁଆର ଦୁଇଟି ଆଖି, ଏକ ଶକ୍ତ ଵକ୍ର ଥଣ୍ଟ, ଶକ୍ତ ଗୋଡ଼, ପଞ୍ଝା
ଶୁଆମାନଙ୍କର ମେଧା ଶକ୍ତି, କାଉ, ଡାମରା କାଉ, ଭଦ ଭଦଳିଆ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ
▲ଶୁଆମାନଙ୍କର ମେଧା ଶକ୍ତି, କାଉ, ଡାମରା କାଉ, ଭଦ ଭଦଳିଆ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଟେ।ଏମାନେ ମନୁଷ୍ୟ ସ୍ୱରକୁ ଅନୁକରଣ କରିପାରି ନିଜର ଲୋକପ୍ରିୟତା ବୃଦ୍ଧି କରାଇପାରନ୍ତି ଓ ପୋଷା ମଧ୍ୟ ହୋଇ ପାରନ୍ତି।କିଛି ଶୁଆମାନେ ବୁଦ୍ଧିମାନ ହୋଇଥିବାରୁ ଚାରି ପାଞ୍ଚ ବର୍ଷର ମଣିଷ ପରି କଥା କହିଥାନ୍ତି।
==ବର୍ଗୀକରଣ==
Psittaciform ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଦେଖାଯାଆନ୍ତି।ଏହି ଶୁଆମାନେ ଅଷ୍ଟ୍ରେଲିଆର ଗଣ୍ଡୱାନାରେ ଦେଖାଯାଆନ୍ତି।ଆଣବିକ ଅଧ୍ୟୟନରୁ ଜଣାଯାଏ ଯେ ଶୁଆମାନେ ୫୯ନିୟୁତ ବର୍ଷ ଧରି ଗଣ୍ଡୱାନା ସହିତ ଜଡ଼ିତ।
|