"ଗଣନ ସଂଖ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ add link
୧ କ ଧାଡ଼ି:
 
 
 
 
 
 
 
 
 
ଗଣନ ସଂଖ୍ୟା
 
ଭାରତୀୟ ସଂଖ୍ୟା ପ୍ରଣାଳୀରେ ବସ୍ତୁ ଗୁଡିକୁ ଗଣିବା ପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିର ସଂଖ୍ୟାସବୁକୁ ବ୍ୟବହାର କରାଯାଉଛି । ଏହି ପଦ୍ଧତିର ସଂଖ୍ୟାସବୁ ହେଲା ୧,୨,୩, ........ ଇତ୍ୟାଦି । ୧ ଠାରୁ ଆରମ୍ଭ ଏହି ସଂଖ୍ୟା ଶ୍ରେଣୀକୁ '''ଗଣନ ସଂଖ୍ୟା''' କୁହାଯାଏ । ଗଣନ ସଂଖ୍ୟା ସମୁହର ପ୍ରତ୍ୟେକ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ବସ୍ତୁ ସମୁହର ସଂଖ୍ୟା ସହ ସମ୍ବନ୍ଧିତ କରାଯାଇଥାଏ । ଏଗୁଡିକୁ ମଧ୍ୟ ପ୍ରାକୃତିକ ସଂଖ୍ୟା କୁହାଯାଏ ।
== ଗାଣିତିକ ଧର୍ମ ==
ଗଣନ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:<ref name="nios">{{cite web|title=Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|accessdate=10 June 2018}}</ref>
* ଶୁନ (୦ ) ଗଣନ ସଂଖ୍ୟା ଶ୍ରେଣୀର ଅନ୍ତର୍ଭୁକ୍ତ ନୁହେଁ । କାରଣ ବସ୍ତୁର ଗଣନା ସବୁବେଳେ ୧ରୁ ଆରମ୍ଭ ହୋଇଥାଏ
* ସର୍ବନିନ୍ମ ଗଣନ ସଂଖ୍ୟା ହେଉଛି [[ (ସଂଖ୍ୟା)|୧]]
* ପ୍ରତ୍ୟେକ ଗଣନ ସଂଖ୍ୟାର ଏକ ପରବର୍ତ୍ତୀ ସଂଖ୍ୟା ରହିଛି ଯାହାକି ପୂର୍ବବର୍ତ୍ତୀ ସଂଖ୍ୟାରେ ଏକ ଯୋଗ କଲେ ମିଳିଥାଏ ।
* ସେହିପରି ଶୁନ( [[ (ସଂଖ୍ୟା)|୧]] ) ବ୍ୟତୀତ ପ୍ରତ୍ୟେକ ଗଣନ ସଂଖ୍ୟାର ଏକ ପୂର୍ବବର୍ତ୍ତୀ ସଂଖ୍ୟା ରହିଛି ଯାହାକି ପରବର୍ତ୍ତୀ ସଂଖ୍ୟାରୁ ଏକ ବିୟୋଗ କଲେ ମିଳିଥାଏ ।
* ବୃହତ୍ତମ ଗଣନ ସଂଖ୍ୟା ନାହିଁ ।