"ଧର୍ମେନ୍ଦ୍ର ପ୍ରଧାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୨ କ ଧାଡ଼ି:
==ରାଜନୈତିକ ଜୀବନ==
ଧର୍ମେନ୍ଦ୍ର ପ୍ରଧାନ ରାଜନୈତିକ ଦଳ [[ଭାରତୀୟ ଜନତା ପାର୍ଟିର]] ସଦସ୍ୟ ଅଟନ୍ତି । ସେ ବିଜେପିର ପୂର୍ବତନ ସାଂସଦ [[ଦେବେନ୍ଦ୍ର ପ୍ରଧାନ]]ଙ୍କ ପୁତ୍ର ଅଟନ୍ତି । ଧର୍ମେନ୍ଦ୍ର ପ୍ରଧାନ [[ଭାରତ]]ର [[ଚତୁର୍ଦ୍ଦଶ ଲୋକ ସଭା]]ର ଜଣେ ସଦସ୍ୟ ଥିଲେ । ସେ [[ଓଡ଼ିଶାର]] [[ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀ]]ରୁ ପ୍ରତିନିଧିତ୍ୱ କରିଥିଲେ । ସେ ମଧ୍ୟ [[ଓଡ଼ିଶା ବିଧାନ ସଭା]]ର ଦ୍ୱାଦଶ ଅଧିବେଶନ (୨୦୦୦- ୨୦୦୪)କୁ [[ବିଜେପି]] ଟିକଟରେ [[ପାଳଲହଡ଼ା ନିର୍ବାଚନ ମଣ୍ଡଳୀ]]ରୁ ନିର୍ବାଚିତ ହୋଇଥିଲେ । ବିଜେପିର ସାଧାରଣ ସମ୍ପାଦକ ହେବା ସହ ତାଙ୍କୁ ଅଗଷ୍ଟ ୨୦୧୧ରେ [[ଝାରଖଣ୍ଡ]] ଦଳୀୟ କାର୍ଯ୍ୟକାରିଣୀର ସାଙ୍ଗଠନିକ ଅତିରିକ୍ତ ଉତ୍ତରଦାୟିତ୍ବ ନ୍ୟସ୍ତ ଥିଲା । <ref name="xxxx">{{Cite web | last = | first = | authorlink = | coauthors = | title =Press: Sh. Dharmendra Pradhan & Sh. Murlidhar Rao given addl. responsibility | work = | publisher = Indian Express | date = 18 August 2011 | url =http://www.bjp.org/index.php?option=com_content&view=article&id=7038:press-sh-dharmendra-pradhan-a-sh-murlidhar-rao-given-addl-responsibility&catid=68:press-releases&Itemid=494 | format = | doi = | accessdate = }}</ref>
 
== ପଦ ପଦବୀ ଏବଂ ତୁଲାଇଥିବା ଦାୟିତ୍ୱ ==
 
* ୩ ଏପ୍ରିଲ ୨୦୧୮ [[ମଧ୍ୟପ୍ରଦେଶ]]ରୁ ରାଜ୍ୟସଭା ସାଂସଦ (ବିଜେପି)
*୨୦୧୩ରୁ ଏବେଯାଏଁ ବିହାର ବିଜେପି ରାଜ୍ୟ ଭାରପ୍ରାପ୍ତ ଅଧିକାରୀ
* ୨୦୧୧ରୁ ୨୦୧୩ ବିଜେପିରୁ କର୍ଣ୍ଣାଟକ ରାଜ୍ୟ ନିର୍ବାଚନ ପାଇଁ ଭାରପ୍ରାପ୍ତ ଅଧିକାରୀ
* ୨୦୧୦ରୁ ଏବେଯାଏଁ ବିହାର ରାଜ୍ୟ ନିର୍ବାଚନ ପାଇଁ ବିଜେପିରୁ ସହ-ଭାରପ୍ରାପ୍ତ ଅଧିକାରୀ, ଉତ୍ତରାଖଣ୍ଡ ରାଜ୍ୟ ନିର୍ବାଚନ ପାଇଁ ବିଜେପିରୁ ଭାରପ୍ରାପ୍ତ ଅଧିକାରୀ
* ୨୦୧୨ ରୁ ୨ ଏପ୍ରିଲ ୨୦୧୮ [ବିହାର]]ରୁ ରାଜ୍ୟସଭା ସାଂସଦ (ବିଜେପି)
* ୨୦୧୦ରୁ ଏବେଯାଏଁ ବିଜେପିରେ ଅଖିଳ ଭାରତୀୟ ଜେନେରାଲ ସେକ୍ରେଟାରୀ , ଭାରତୀୟ ଜନତା ଯୁଵମୋର୍ଚ୍ଚା (BJYM) ଭାରପ୍ରାପ୍ତ ଅଧିକାରୀ
* ୨୦୦୭- ୨୦୧୦ ଜାତୀୟ ସଚିବ,- ବିଜେପି, ଛତିଶଗଡ଼ ରାଜ୍ୟ ବିଜେପି ଭାରପ୍ରାପ୍ତ ଅଧିକାରୀ
* ୨୦୦୪ - ୨୦୦୯ ଲୋକସଭା ସାଂସଦ [[ଦେବଗଡ଼ ଲୋକସଭା]] ନିର୍ବାଚନ ମଣ୍ଡଳୀ (ବିଜେପି)
* ୨୦୦୪ - ୨୦୦୬ ଜାତୀୟ ପ୍ରେସିଡେଣ୍ଟ, ଭାରତୀୟ ଜନତା ଯୁଵମୋର୍ଚ୍ଚା
* ୨୦୦୦- ୨୦୦୪ ଓଡ଼ିଶା ବିଧାନସଭା ବିଧାୟକ [[ପାଳଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ]]
 
==ଆଧାର==