"ବାନ୍ଧବଗଡ଼ ଜାତୀୟ ଉଦ୍ୟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୮୫ କ ଧାଡ଼ି:
 
==ଗମନାଗମନ==
'''ଆକାଶପଥ :''' ବାନ୍ଧବଗଡ଼ ପାଇଁ କୌଣସି ବିମାନ ଚଳାଚଳ ବ୍ୟବସ୍ଥା ନାହିଁ । ତେବେ ବାନ୍ଧବଗଡ଼ରୁ କିଛି ଦୂରତାରେ (୧୯୯ କିଲୋମିଟର୍/୪ ଘଣ୍ଟା ୩୦ ମିନିଟ୍‍ର ରାସ୍ତା) ଥିବା [[ଜବଲପୁର]] ସହରରେ ଏକ ବିମାନ ବନ୍ଦର ରହିଛି ଓ ଭାରତର ଅଧିକାଂଶ ସ୍ଥାନକୁ (ଯଥା : ଦିଲ୍ଲୀ, ମୁମ୍ଵାଇ, କୋଲକାତା, ହାଇଦ୍ରାବାଦ୍, ପୁଣେ, ବେଲଗାଓଁ ଓ ଭୋପାଳ) ଏହି ବିମାନ ବନ୍ଦର ସଂଯୁକ୍ତ କରୁଛି । ବ୍ୟକ୍ତିଗତ ଜେଟ୍ ବାନ୍ଧବଗଡ଼ ନିକଟରେ ଓହ୍ଲାଇବା ପାଇଁ ମଧ୍ୟ ଉମରିଆ ଜିଲ୍ଲାରେ ଏକ ଛୋଟ ବିମାନ ଅବତରଣ ସଡ଼କର ବ୍ୟବସ୍ଥା ରହିଛି । ବିଭିନ୍ନ ସରକାରୀ ଓ ବେସରକାରୀ ବିମାନ ସେବା ମଧ୍ୟରୁ ଚୟନ କରାଯାଇପାରିବ ଓ ପ୍ରାୟ ଦୈନିକ ବିମାନ ସେବା ଉପଲବ୍ଧ ।
 
ନାଗପୁର ବିମାନ ବନ୍ଦର କିମ୍ଵା ରେଳ ଷ୍ଟେସନରୁ ବାନ୍ଧବଗଡ଼ ପହଞ୍ଚିବା ମଧ୍ୟ ଅତ୍ୟନ୍ତ ସୁବିଧାଜନକ । ନାଗପୁର ପହଞ୍ଚିବା ପରେ ଗାଡ଼ି ଭଡ଼ା କରି ବାନ୍ଧବଗଡ଼ ଯାଇହେବ ।
 
'''ରେଳପଥ :'''
କାଟ୍‍ନି ଓ ଉମରିଆ ଉଭୟ ବଡ଼ ରେଳ ଷ୍ଟେସନ୍ । ଏଠାରୁ ଭାରତର ବହୁ ସ୍ଥାନକୁ ରେଳ ଚଳାଚଳ ବ୍ୟବସ୍ଥା ରହିଛି ।
 
==ପକ୍ଷୀ==