"ନୀର୍ଜା ଭନୋଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଆମେରିକାନ ଉଡ଼ାଜାହାଜରେ ଫ୍ଲାଇଟ ସେବି
Content deleted Content added
Created by translating the page "Neerja Bhanot"
(କିଛି ବଦଳିନାହିଁ)

୨୨:୨୦, ୪ ମାର୍ଚ୍ଚ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ନୀରଜା ଭାନୋଟ,  (ପଞ୍ଜାବୀ: ਨੀਰਜਾ ਭਨੋਟ; ହିନ୍ଦୀ: नीरजा भनोट; ୭ ସେପ୍ଟେମ୍ବର ୧୯୬୩ - ୫ ସେପ୍ଟେମ୍ବର ୧୯୮୬)[୧][୨] ପାନ ଆମେରିକାନ ଓୟାର୍ଲ୍ଡ  ଏୟାରଓୟେଜରେ ସେବିକା ଥିଲେ। ୧୯୮୬ ମସିହାରେ ୫ ଜଣ ଆତଙ୍କବାଦୀଙ୍କଠୁ ୧୦୦ ଜଣ ୟାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସେ ଗୁଳି ଖାଇଥିଲେ। Pan Am Flight 73ଟି ଆତଙ୍କବାଦୀଙ୍କ ଦ୍ଵାରା ଅପହରଣ କରଯାଇଥିଲା । ମରନତ୍ତର ଭାବେ ସେ ଭାରତର ସାହସିକତା ପାଇଁ ଦିଆ ଯାଉଥିବା  ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ କରିଥିବା ସବୁଠୁ କନିଷ୍ଠ ଭାରତୀୟ । ସେ ୩୭୯ ଜଣ ୟାତ୍ରୀଙ୍କ  ମଧ୍ୟରୁ ୩୫୯ ଜଣଙ୍କୁ ବଞ୍ଚାଇ ପାରିଥିଲେ ଓ ଆପତ୍ତକାଳୀନ ଦ୍ଵାର ଦ୍ଵାରା ଲୋକଙ୍କୁ ପଳାୟନ କରୁଥିବା ସମୟରେ ଗୁଳି ମାଡରେ ତାଙ୍କର ମୃତ୍ୟୁ ହେଇଥିଲା । [୩]

ନୀରଜା ଭାନୋଟ 

Neerja Bhanot
ଜନ୍ମ୭ ସେପ୍ଟେମ୍ବର ୧୯୬୩ 
ଚଣ୍ଡୀଗଡ଼ , ଭାରତ 
ମୃତ୍ୟୁ୫ ସେପ୍ଟେମ୍ବର ୧୯୮୬ (୨୨ ବର୍ଷ)
କରାଚି , ସିନ୍ଧ , ପାକିସ୍ତାନ
ଜାତୀୟତାଭାରତୀୟ
ପ୍ରସିଦ୍ଧିPan Am Flight 73
ପିତାମାତା(s)ରାମା ଭାନୋଟ 
ହରିଶ ଭାନୋଟ
ପୁରସ୍କାରFull List

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା 

ଭାନୋଟଙ୍କ ଜନ୍ମ ଭାରତର ଚଣ୍ଡୀଗଡ଼ ଠାରେ ହେଇଥିଲା ଓ ମୁମ୍ବାଇ ଠାରେ ପ୍ରତିପାଳିତ ହେଇଥିଲା । [୪] ବାପା ହରିଷ ଭାନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମତ ରାମା ଭାନୋଟ ଗୃହଣୀ ଥିଲେ ।  ସେ ମୁମ୍ବାଇରେ ମୋଡେଲିଙ୍ଗରେ ପେଷା ଆରମ୍ଭ କରିଥିଲେ ।[୫] ଅଭିନେତା  Rajesh Khannaଙ୍କ ସେ ବହୁତ ବଡ ପ୍ରଶଂସକ ଥିଲେ । [୬]

ପେଷା 

ଭାନୋଟ ପାନ ଆମେରିକାନ ଉଡା ଜାହାଜରେ ଫ୍ଲାଇଟ ସେବିକା ଭାବେ ୧୯୮୫ରେ କାମ ଆରମ୍ଭ କରିଥିଲେ । [୭]  ନୀରଜାଙ୍କ ମୋଡେଲିଙ୍ଗ କ୍ୟାରୀର ମଧ୍ୟ ଖୁବ ଭଲ ଥିଲା । 

ସମ୍ମାନ 

{{Quote box|quote=

ଫାଇଲ:Ashoka Chakra Award.jpg

"Her loyalties to the passengers of the aircraft in distress will forever be a lasting tribute to the finest qualities of the human spirit."|source= — Ashok Chakra citationଆଧାର ଭୁଲ: <ref> ଟ୍ୟାଗ ପାଇଁ ବନ୍ଦକରିବା </ref> ନାହିଁ[୮]  ୨୦୦୪ ମସିହାରେ Indian Postal Service ନୀରଜାଙ୍କ ବୀରତ୍ଵ ପାଇଁ ଏକ ପୋଷ୍ଟ ଷ୍ଟାମ୍ପ   ପ୍ରକାଶ କରିଥିଲା । [୯][୧୦]

References

  1. Vij, Illa (13 November 1999). "Brave in life, brave in death". The Tribune. Tribune Trust.
  2. "'I saw Neerja being shot in the head' - Times of India". The Times of India. Retrieved 2016-12-03.
  3. Mohan, Megha (2016-03-31). "Inside a hijack: The unheard stories of the Pan Am 73 crew". BBC News (in ବ୍ରିଟିଶ୍‌ ଇଂରାଜୀ). Retrieved 2016-12-03. {{cite news}}: More than one of |accessdate= and |access-date= specified (help); More than one of |work= and |newspaper= specified (help)
  4. {{cite web}}: Empty citation (help)
  5. "'The Sky Was Her Limit". The Indian Express. Retrieved 2016-02-23.
  6. {{cite web}}: Empty citation (help)
  7. {{cite web}}: Empty citation (help)
  8. {{cite web}}: Empty citation (help)
  9. "Stamp on Neerja released". The Tribune. Tribune Trust. 9 October 2004. {{cite news}}: More than one of |work= and |newspaper= specified (help)
  10. Jaffry, Nasir (4 January 2008). "Pak frees Pan Am hijack quartet". The Telegraph. ABP Group. {{cite news}}: More than one of |work= and |newspaper= specified (help)