"ମାୟୋକାର୍ଡ଼ାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
 
୧୮ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ମାୟୋକାର୍ଡ଼ାଇଟିସ''' ବା '''ଇନଫ୍ଲାମେଟରି କାର୍ଡ଼ିଓମାୟୋପାଥି''' (ଇଂରାଜୀ ଭାଷାରେ '''Myocarditis''' ବା '''inflammatory cardiomyopathy''') ରୋଗ କୁହାଯାଏ ଯେତେବେଳେ [[ହୃତ୍‌ପିଣ୍ଡ ମାଂସପେଶୀ]]ର [[:en:myocardium|heart muscle]] [[ପ୍ରଦାହ]] ([[:en:inflammation|inflammation]]) ହୁଏ ।<!-- <ref name=NEJM2009/> --> ଏହାର ଲକ୍ଷଣ: ଅଣନିଶ୍ୱାସୀ ([[:en:shortness of breath|shortness of breath]]), ଛାତି ଯନ୍ତ୍ରଣା, ବ୍ୟାୟାମ ଅକ୍ଷମତା ଓ ଅନିୟମିତ ହୃତ୍‌ସ୍ପନ୍ଦନ ([[:en:irregularଅନିୟମିତ heartbeat|irregularହୃତ୍ heartbeatସ୍ପନ୍ଦନ]]) ଇତ୍ୟାଦି । <!-- <ref name=NEJM2009/> --> ଏହି ସମସ୍ୟା କିଛି ଘଣ୍ଟାରୁ କିଛି ମାସ ପର୍ଯ୍ୟନ୍ତ ରହେ । <!-- <ref name=NEJM2009/> --> ରୋଗ ଜଟିଳ ହେଲେ [[ଡାଇଲେଟେଡ କାର୍ଡ଼ିଓମାୟୋପାଥି]] ([[:en:dilated cardiomyopathy|dilated cardiomyopathy]]) ହୋଇ [[ହୃଦ୍‌ପାତ]] ହୁଏ ବା [[ହୃଦ୍‌ରୋଧ]] ହୁଏ&nbsp;।<ref name=NEJM2009>{{cite journal|last1=Cooper LT|first1=Jr|title=Myocarditis.|journal=The New England journal of medicine|date=9 April 2009|volume=360|issue=15|pages=1526-38|pmid=19357408}}</ref>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
୨୪ କ ଧାଡ଼ି:
 
<!-- ଚିକିତ୍ସା -->
ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । <!-- <ref name=NEJM2009/><ref name=Kin2012/> --> ଅଧିକାଂଶ ସମୟରେ [[ଏସିଇ ଇନହିବିଟର]] ([[:en:ACE inhibitors|ACE inhibitors]]), [[ବିଟା ବ୍ଲକର]] ([[:en:beta blockers|beta blockers]]) ଓ ଡାଇୟୁରେଟକ ([[:en:diuretics|diuretics]]) ଔଷଧ ଦିଆଯାଏ । <!-- <ref name=NEJM2009/><ref name=Kin2012/> --> କିଛି କାଳ ଧରି କୌଣସି କାମ ବା ବ୍ୟାୟାମ ନ କରିବାକୁ ଉପଦେଶ ଦିଆଯାଏ । <!-- <ref name=NEJM2009/><ref name=Kin2012/> --> କେତେକ କ୍ଷେତ୍ରରେ କର୍ଟିକୋସ୍ଟିରଏଡ ବା ଶିରାଭ୍ୟନ୍ତର ([[:en:Corticosteroids|Corticosteroids]]) ବା ଶିରାଭ୍ୟନ୍ତର ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ([[:en:intravenous immunoglobulin|intravenous immunoglobulin]]) (IVIG) ଦରକାର ହୁଏ ।<!-- <ref name=NEJM2009/><ref name=Kin2012/> --> ସାଂଘାତିକ କେଶ୍‌ରେ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଆକ ଡିଫିବ୍ରିଲେଟର ([[:en:implantable cardiac defibrillator|implantable cardiac defibrillator]]) ବା ହୃତ୍‌ପିଣ୍ଡ ପ୍ରତିରୋପଣ ([[:en:heart transplant|heart transplant]]) ଆବଶ୍ୟକ ହୁଏ ।<ref name=NEJM2009/><ref name=Kin2012/>
 
<!-- ରୋଗାନୁଶୀଳନ, ପୂର୍ବାନୁମାନ ଓ ଇତିହାସ -->
ସନ ୨୦୧୩ରେ ପ୍ରାୟ ୧.୫ ନିୟୁତ ମାୟୋକାର୍ଡ଼ାଇଟିସ ରୋଗ ହୋଇଥିଲା ।<ref>{{cite journal|last1=Global Burden of Disease Study 2013|first1=Collaborators|title=Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013.|journal=Lancet (London, England)|date=22 August 2015|volume=386|issue=9995|pages=743–800|pmid=26063472|doi=10.1016/s0140-6736(15)60692-4}}</ref> ସବୁ ବୟସର ଲୋକଙ୍କୁ ଏ ରୋଗ ହେବା ସମ୍ଭାବନା ଥିଲେ ମଧ୍ୟ ଯୁବକମାନଙ୍କୁ ଅଧିକ ଆକ୍ରମଣ କରେ ।<ref>{{cite book|last1=Willis|first1=Monte|last2=Homeister|first2=Jonathon W.|last3=Stone|first3=James R.|title=Cellular and Molecular Pathobiology of Cardiovascular Disease|date=2013|publisher=Academic Press|isbn=9780124055254|page=135|url=https://books.google.ca/books?id=-nIpAgAAQBAJ&pg=PA135|language=en}}</ref> ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଏହି ରୋଗ ସାମାନ୍ୟ ଅଧିକ ହୁଏ । <ref name=NEJM2009/> ଅଧିକାଂଶ ସାମାନ୍ୟ ଧରଣର ରୋଗ ହୋଇଥାଏ । <ref name=Kin2012/> ସନ ୧୯୯୦ରେ [[କାର୍ଡ଼ିଓମାୟୋପାଥି]] ([[:en:cardiomyopathy|cardiomyopathy]]) (ମାୟୋକାର୍ଡ଼ାଇଟିସ ସ‌ହିତ) ଯୋଗୁ ୨୯୪୨,୯୪,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୫ରେ ଏହା ବୃଦ୍ଧି ପାଇ ୨୯୪୩,୫୪,୦୦୦ ମୃତ୍ୟୁ ହୋଇଥିଲା । <ref name=GDB2013>{{cite journal|last1=GBD 2013 Mortality and Causes of Death|first1=Collaborators|title=Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.|journal=Lancet|date=17 December 2014|pmid=25530442|doi=10.1016/S0140-6736(14)61682-2|pmc=4340604|volume=385|pages=117–71}}</ref><ref>{{cite journal|last1=GBD 2015 Mortality and Causes of Death|first1=Collaborators.|title=Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015.|journal=Lancet (London, England)|date=8 October 2016|volume=388|issue=10053|pages=1459-1544|pmid=27733281}}</ref> ଏହି ରୋଗର ପ୍ରାରମ୍ଭିକ ବର୍ଣ୍ଣନା ୧୮୦୦ ଶତାବ୍ଦୀର ମଧ୍ୟ ଭାଗରେ କରାଯାଇଥିଲା ।<ref>{{cite book|last1=Cunha|first1=Burke A.|title=Infectious Diseases in Critical Care Medicine|date=2009|publisher=CRC Press|isbn=9781420019605|page=263|url=https://books.google.ca/books?id=xlQ1hqp9ngwC&pg=PA263|language=en}}</ref>
 
== ଆଧାର ==
{{ଆଧାର}}
{{Authority control}}
 
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]]