"ଚାରୁପାଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୮ କ ଧାଡ଼ି:
 
 
ରସ୍ସମ୍ ବା ଚାରୁପାଣି ଦକ୍ଷିଣ ଓଡିଶାର ଏକ ପାରମ୍ପରିକ ତରଳ ବ୍ୟଞ୍ଜନ ଆଟେ । ଯଦିଓ ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ଏହା ଏକ ମୁଖ୍ୟ ଖାଦ୍ୟ, ତଥାପି ଦକ୍ଷିଣ ଓଡିଶା ବିଶେଷ ଭାବେ ରାୟଗଡା, ଗଜପତି, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ଏହା ଦୈନିନ୍ଦିନ ଖାଦ୍ୟରେ ଆତିମାତ୍ରାରେ ବ୍ୟବହୃତ ହୋଇଥାଏ । ଏହା ସାଧାରଣତ ଭାତ ସହ ଗୋଳାଇ ଖିଆଯାଏ କିମ୍ବା ଅଲଗା ଭାବେ ମସଲା ଝୋଳ/ ଜୁସ୍ ରୂପେ ପିଆଯାଇଥାଏ । ଏହାକୁ କ୍ଷୁଧାବର୍ଧନ/ ଖାଦ୍ୟ ହଜମ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇଥାଏ । <ref name="Rasam Recipe">{{cite web|title=Rassam|url=http://www.vegrecipesofindia.com/easy-rasam-recipe-rasam-recipes/|publisher=veg recipes of India|accessdate=8 December 2015}}</ref>
 
==ପ୍ରାକାର==
"https://or.wikipedia.org/wiki/ଚାରୁପାଣି"ରୁ ଅଣାଯାଇଅଛି