Content deleted Content added
"ଶ୍ରୀ ମନ୍ଦିର ଲେଖିବା ରେ ଅସୁବିଧା କେଉଁଠି ରହିଲା ଯ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
ଶ୍ରୀ ମନ୍ଦିର ଲେଖିବା ରେ ଅସୁବିଧା କେଉଁଠି ରହିଲା ଯାହାକୁ ଆପଣ ବଦଳାଇ ଜଗନ୍ନାଥ କରିଛନ୍ତି। --[[ବ୍ୟବହାରକାରୀ:Buddhadeva sahoo|Buddhadeva sahoo]] ([[ବ୍ୟବହାରକାରୀଙ୍କ ଆଲୋଚନା:Buddhadeva sahoo|ମୋ ଆଲୋଚନା]]) ୦୯:୨୨, ୨୪ ଅଗଷ୍ଟ ୨୦୧୫ (UTC)
: {{U|Buddhadeva sahoo|ବୁଦ୍ଧଦେବ}}, ଏଇ ବଦଳଟା ଆପେ ଆପେ [[ଉଇକିପିଡ଼ିଆ:Bot|bot]] ବ୍ୟବହାର କରି କରାଯାଇଥିଲା । ତେବେ [[ଉଇକିପିଡ଼ିଆ:ନିୟମାବଳୀ]] ଅନୁସାରେ ମୂଳ ଲେଖା (ଏଠାରେ [[ଜଗନ୍ନାଥ ମନ୍ଦିର]])ର ବାକି ନାମସବୁ ମୂଳ ଲେଖାରେ ବନ୍ଧନୀ ଭିତରେ ରଖାଯିବ । ଆଉ ବାକି ସବୁଠି ବାକି ନାଁଁ ବଦଳରେ ମୂଳ ନାମ ରହିବ । ତେଣୁ ବିଭିନ୍ନ ଲେଖାରେ [[ଜଗନ୍ନାଥ ମନ୍ଦିର]] ଲେଖାଯିବ । ଏଣୁ, ଶ୍ରୀମନ୍ଦିର ଲେଖିବାରେ ଅସୁବିଧା କିଛି ନାହିଁ, କିନ୍ତୁ ଲେଖାଗୁଡ଼ିକରେ ସମତା ରଖିବା ପାଇଁ ଜଗନ୍ନାଥ ମନ୍ଦିର କରାଗଲା, କୌଣସି ଭୁଲ ସୁଧାରିବା ଲାଗି ନୁହେଁ । ଆପଣ ଦୟାକରି ଲେଖା ଜାରିରଖନ୍ତୁ ଆଉ ଏଥି ପାଇଁ ମନ କଷ୍ଟ କରନ୍ତୁ ନାହିଁ । :) --[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଗାହି]] <sup>[[User_talk:Psubhashish|(ଆଳାପ)]]</sup> ୧୦:୧୨, ୨୪ ଅଗଷ୍ଟ ୨୦୧୫ (UTC)