"ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୬୬ କ ଧାଡ଼ି:
 
'''ରାୟଗଡ଼ା''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ରାୟଗଡ଼ା ଜିଲ୍ଲା]]ର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ବଣ, ପାହାଡ, ନଦୀ ଓ ଝରଣାରେ ଭରା ଏଇ ଜିଲ୍ଲା ମୁଖ୍ୟତଃ ଆଦିବାସୀଙ୍କ ବାସସ୍ଥଳୀ ।
 
==ଇତିହାସ==
ଖ୍ରୀଷ୍ଟପୁର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ରାଜତ୍ଵ ବେଳେ ଏହା କଳିଙ୍ଗ ଅଧୀନରେ ଥିଲା । ଗଙ୍ଗବଂଶୀ ଏବଂ ସୂର୍ଯ୍ୟବଂଶୀ ରାଜାମାନଙ୍କ ରାଜତ୍ଵ କାଳରେ ଏହା [[ଗୁଡାରି]] କଟକର କରଦ ରାଜା ଦାଦାର୍ଣବ ଦେବଙ୍କ ଅଧିନରେ ଥିଲା । ମୁକୁନ୍ଦଦେବଙ୍କ ପରାଜୟପରେ ନନ୍ଦପୁର ରାଜାଙ୍କ ଅଧୀନରେ ଏହା ୪୭ ବର୍ଷ ପାଇଁ ରହିଥିଲା । ଇଂରେଜ ଶାସନ ଅମଳରେ ଏହା ଜୟପୁର ରାଜାଙ୍କ ଅଧିନରେ ରହିଲା ଏବଂ ସ୍ଵାଧୀନ ଓଡିଶାରେ ଏହା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ନିମନ୍ତେ ସ୍ଥାନୀୟ [[ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ]]ର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ରାୟଗଡାର ବିଶିଷ୍ଟ ସମାଜସେବୀ ସ୍ଵର୍ଗତ [[କୃଷ୍ଣଚନ୍ଦ୍ର ବକ୍ସିପାତ୍ର]] ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଥିଲେ ।
 
== ଜନସଂଖ୍ୟା ==
୨୦୦୧ ଜନଗଣନା ଅନୁସାରେ ରାୟଗଡ଼ା ସହରର ଲୋକସଂଖ୍ୟା ୫୭,୭୩୨ । ସେଥିରୁ ପୁରୁଷ ସଂଖ୍ୟା ୨୯,୫୧୪ ଓ ମହିଳା ସଂଖ୍ୟା ୨୮,୨୧୮<ref>[http://web.archive.org/web/20040616075334/http://www.censusindia.net/results/town.php?stad=A&state5=999"ଜନସଂଖ୍ୟା -୨୦୦୧"]</ref> । ୨୦୧୧ ଜନଗଣନା ଅନୁଯାୟୀ ରାୟଗଡାର ଲୋକସଂଖ୍ୟା ୭୧,୨୦୮ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୩୬,୦୩୬ ଏବଂ ମହିଳା ସଂଖ୍ୟା ୩୫,୧୭୨ ।<ref name=Populationfinder>{{cite web|title=Population of Rayagada-୨୦୧୧|url=http://www.censusindia.gov.in/pca/SearchDetails.aspx?Id=444343|website=http://www.censusindia.gov.in|publisher=Census of India|accessdate=16 June 2015}}</ref> ହିନ୍ଦୁ ବ୍ୟତୀତ ସିନ୍ଧୀ, ଗୁଜରାଟୀ, ମାରବାଡି ସଂପ୍ରଦାୟର ଲୋକ ମଧ୍ୟ ଏଠାରେ ବସବାସ କରନ୍ତି । ପଡୋଶୀ ଆନ୍ଧ୍ର ପ୍ରଦେଶ ସହିତ ସଡକ ପଥ ଏବଂ ରେଳପଥରେ ଉତ୍ତମ ଯୋଗାଯୋଗ ରହିଥିବାରୁ ଏଠାରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ । [[ଓଡିଆ]], [[ତେଲୁଗୁ_ଭାଷା|ତେଲୁଗୁ]] ସହିତ ସୌରା ଓ କୁଇ ଭାଷା ମଧ୍ୟ ଏଠାରେ ପ୍ରଚଳିତ ।
Line ୭୧ ⟶ ୭୫:
== ଭୂଗୋଳ ==
ନଦ ନଦୀ, ଝରଣା ଓ ପ୍ରପାତ ତଥା ଜଙ୍ଗଲରେ ଭରପୁର ଏହି ଜିଲ୍ଲାରେ ଆଦିବାସୀ ଜନସଂଖ୍ୟା ଅପେକ୍ଷାକୃତ ଅଧିକ । ରାୟଗଡ଼ାର ଭୋଗୋଳିକ ଅବସ୍ଥାନ ହେଉଛି ଅକ୍ଷାଂଶ = ୧୯° ୧୦′ ୧୨″ ଉ:, ଦ୍ରାଘିମା = ୮୩° ୨୫′ ୧୨″ ପୂ: । ଏହାର ପଶ୍ଚିମ ଦିଗରେ ଝଂଜାବତି ନଦୀ ଏବଂ ପୂର୍ବରେ [[ନାଗାବଳୀ ନଦୀ]] ବହିଯାଉଅଛି । ସହରଟି ରାଜ୍ୟ ରାଜଧାନୀ ଭୂବନେଶ୍ଵରଠାରୁ ୩୯୦କି.ମି.&nbsp; ଦୂରରେ ଅବସ୍ଥିତ ଏବଂ ଏହା ରେଳପଥ ଦ୍ଵାରା [[ଭୁବନେଶ୍ଵର]], [[ଜୟପୁର, କୋରାପୁଟ|ଜୟପୁର]], [[ବିଶାଖାପାଟଣା]], [[ରାୟପୁର]], [[କୋରାପୁଟ]], [[କୋଲକାତା]], [[ଚେନ୍ନାଇ]], [[ବାଙ୍ଗାଲୋର]], [[ମୁମ୍ବାଇ]], [[ହାଇଦରାବାଦ]] ଓ [[ଦିଲ୍ଲୀ]] ସହ ସଂଯୁକ୍ତ ।
 
==ଇତିହାସ==
ଖ୍ରୀଷ୍ଟପୁର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ରାଜତ୍ଵ ବେଳେ ଏହା କଳିଙ୍ଗ ଅଧୀନରେ ଥିଲା । ଗଙ୍ଗବଂଶୀ ଏବଂ ସୂର୍ଯ୍ୟବଂଶୀ ରାଜାମାନଙ୍କ ରାଜତ୍ଵ କାଳରେ ଏହା [[ଗୁଡାରି]] କଟକର କରଦ ରାଜା ଦାଦାର୍ଣବ ଦେବଙ୍କ ଅଧିନରେ ଥିଲା । ମୁକୁନ୍ଦଦେବଙ୍କ ପରାଜୟପରେ ନନ୍ଦପୁର ରାଜାଙ୍କ ଅଧୀନରେ ଏହା ୪୭ ବର୍ଷ ପାଇଁ ରହିଥିଲା । ଇଂରେଜ ଶାସନ ଅମଳରେ ଏହା ଜୟପୁର ରାଜାଙ୍କ ଅଧିନରେ ରହିଲା ଏବଂ ସ୍ଵାଧୀନ ଓଡିଶାରେ ଏହା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ନିମନ୍ତେ ସ୍ଥାନୀୟ [[ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ]]ର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ରାୟଗଡାର ବିଶିଷ୍ଟ ସମାଜସେବୀ ସ୍ଵର୍ଗତ [[କୃଷ୍ଣଚନ୍ଦ୍ର ବକ୍ସିପାତ୍ର]] ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଥିଲେ ।
 
==ଶିକ୍ଷା ଓ ସଂସ୍କୃତି==
"https://or.wikipedia.org/wiki/ରାୟଗଡ଼ା"ରୁ ଅଣାଯାଇଅଛି