"ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୯୫ କ ଧାଡ଼ି:
ରାୟଗଡ଼ା [[ଦେବୀ ମଝିଘରିଆଣୀ ମନ୍ଦିର|ମା ମଝିଘରିଆଣୀ]] ଙ୍କ ପ୍ରାଚୀନ ପୀଠ ଅଟେ । ଏହି ପୀଠ ଏବେ ନୂତନ ରୂପରେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । [[ନାଗାବଳୀ]] ନଦୀର ଦୁଇପାର୍ଶ୍ଵକୁ ସଂଯୋଗ କରୁଥିବା [[ଝୁଲନ୍ତା ପୋଲ, ରାୟଗଡ଼ା|ଝୁଲନ୍ତା ପୋଲ]] ରାୟଗଡାର ଏକ ଦର୍ଶନୀୟ ସ୍ଥାନ<ref>[http://www.oddistricts.nic.in/district_profile/travel_and_tourism/tp_details.php?id=140 "Rayagada district websiteରେ ଚର୍ଚ୍ଚିତ ଝୁଲନ୍ତା ପୋଲ"]</ref>। ରାୟଗଡା ସହର ଉପକଣ୍ଠରେ [[ହାତୀପଥର, ରାୟଗଡ଼ା|ହାତୀପଥର]] ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା । ଏତଦ୍‌ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା:-
* ରାଣୀଗୁଡା ନିକଟସ୍ଥ ମା ମଙ୍ଗଳା ମନ୍ଦିର,
* [[ଜଗନ୍ନାଥ ମନ୍ଦିର, ରାୟଗଡ଼ା|ସ୍ଥାନୀୟ ଜଗନ୍ନାଥ ମନ୍ଦିର]],
* ରେଳବାଇ କଲୋନୀର ଶିରିଡୀ ସତ୍ୟସାଈ ମନ୍ଦିର,
* ବ୍ରାହ୍ମଣ ସାହିସ୍ଥିତ ରାଧାକୃଷ୍ଣ ମନ୍ଦିର,
୧୧୦ କ ଧାଡ଼ି:
* ନିକଟବର୍ତ୍ତି [[ପାଇକପଡ଼ା, ରାୟଗଡ଼ା|ପାଇକପଡା]] ର ପାତାଳେଶ୍ଵର ଶିବ ମନ୍ଦିର,
* ନିକଟବର୍ତ୍ତି [[ଥେରୁବାଲି]] ର ଲକ୍ଷ୍ମୀନାରାୟଣ ମନ୍ଦିର ଜିଲ୍ଲାର ଗୋଟିଏ ଗୋଟିଏ ଦର୍ଶନୀୟ ସ୍ଥାନ ।
 
==ଚର୍ଚ୍ଚିତ ବ୍ୟକ୍ତିତ୍ଵ==
* [[କୃଷ୍ଣଚନ୍ଦ୍ର ବକ୍ସିପାତ୍ର]]
"https://or.wikipedia.org/wiki/ରାୟଗଡ଼ା"ରୁ ଅଣାଯାଇଅଛି