"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୪ କ ଧାଡ଼ି:
}}
 
'''କୋଣାର୍କ ସୂର୍ଯ୍ୟ ମନ୍ଦିର''' ୧୩ଶ ଶତାବ୍ଦୀରେ ନିର୍ମିତ [[ଭାରତ|ଭାରତୀୟ]] ରାଜ୍ୟ [[ଓଡ଼ିଶା]]ର [[ପୁରୀ ଜିଲ୍ଲା]]ରେ ଥିବା [[କୋଣାର୍କ]] ସହରରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ('''କୃଷ୍ଣ ପାଗୋଡ଼ା''' ନାମରେ ମଧ୍ୟ ଜଣା <ref name=officialkonark>{{cite web |url= http://konark.nic.in/intro.htm|title=Official website|publisher = Tourism Department, Government of Orissa|accessdate=3 May 2013}}</ref>) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ [[ଉତ୍କଳ]]ର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଏହି ମନ୍ଦିର ନିର୍ମିତ ବୋଲି ଜଣାଯାଏ । <ref name="IndianHistory">{{cite book|title=Indian History|url=http://books.google.com/books?id=X4j7Nf_MU24C&pg=SL2-PA3|accessdate=3 May 2013|publisher=Tata McGraw-Hill Education|isbn=978-0-07-132923-1|page=2}}</ref> ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଠ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । <ref name=unesco>{{cite web|url=|title=Sun Temple, Konârak |url=http://whc.unesco.org/en/list/246/|publisher=UNESCO |accessdate=3 May 2013}}</ref> ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହା ଅନ୍ୟତମ । (ଏନ.ଡି.ଟି.ଭି. ଦେଇସୂଚିଭୁକ୍ତ ହୋଇଥିବାଭାରତର ସର୍ବେକ୍ଷଣସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି । ଅନୁସାରେ) I
 
== ନାମକରଣ ==