"ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୭ କ ଧାଡ଼ି:
'''ରାୟଗଡ଼ା''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ରାୟଗଡ଼ା ଜିଲ୍ଲା]]ର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ବଣ, ପାହାଡ, ନଦୀ ଓ ଝରଣାରେ ଭରା ଏଇ ଜିଲ୍ଲା ମୁଖ୍ୟତଃ ଆଦିବାସୀଙ୍କ ବାସସ୍ଥଳୀ ।
== ଜନସଂଖ୍ୟା ==
୨୦୧୧ ଜନଗଣନା ଅନୁସାରେ ରାୟଗଡ଼ା ସହରର ଲୋକସଂଖ୍ୟା ୫୭,୭୫୯୭୩୨ । ସେଥିରୁ ପୁରୁଷ ସଂଖ୍ୟା ୨୯୫୧୯୨୯,୫୧୪ ଓ ମହିଳା ସଂଖ୍ୟା ୨୮୨୪୦୨୮,୨୧୮<ref>[http://http://web.archive.org/web/20040616075334/http://www.censusindia.gov.in/(S(pelivtaszyc4fs5525cdkg45))net/PopulationFinderresults/View_Village_Populationtown.aspxphp?pcaidstad=2150A&categorystate5=M999 "ଜନସଂଖ୍ୟା -୨୦୧୧"]</ref> । ହିନ୍ଦୁ ବ୍ୟତୀତ ସିନ୍ଧୀ, ଗୁଜରାଟୀ, ମାରବାଡି ସଂପ୍ରଦାୟର ଲୋକ ମଧ୍ୟ ଏଠାରେ ବସବାସ କରନ୍ତି । ପଡୋଶୀ ଆନ୍ଧ୍ର ପ୍ରଦେଶ ସହିତ ସଡକ ପଥ ଏବଂ ରେଳପଥରେ ଉତ୍ତମ ଯୋଗାଯୋଗ ରହିଥିବାରୁ ଏଠାରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ । [[ଓଡିଆ]], [[ତେଲୁଗୁ_ଭାଷା|ତେଲୁଗୁ]] ସହିତ ସୌରା ଓ କୁଇ ଭାଷା ମଧ୍ୟ ଏଠାରେ ପ୍ରଚଳିତ ।
 
== ଭୂଗୋଳ ==
"https://or.wikipedia.org/wiki/ରାୟଗଡ଼ା"ରୁ ଅଣାଯାଇଅଛି