"ମୁଣ୍ଡ ବିନ୍ଧା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଇତିହାସ: ଲଖାଗଲା।
ଟିକେ Wikipedia python library
୪୫ କ ଧାଡ଼ି:
ଅଧିକାଂଶ ସମୟରେ ମସ୍ତିଷ୍କ ଆବରଣ ଓ ରକ୍ତ ନଳୀ ଟାଣି ହେଲେ ବା ଇରିଟେସନ ହେଲେ ମୁଣ୍ଡ ବିନ୍ଧା ହୁଏ । ମୁଣ୍ଡରେ ଆଘାତ ଓ ଟ୍ୟୁମର ଛଡା ମାଂସପେଶୀ ଚାପ, ସ୍ଫୀତ ରକ୍ତ ନଳୀ ଓ ମାନସିକ ଚାପ ଯୋଗୁ ମୁଣ୍ଡ ବିନ୍ଧେ । ଯନ୍ତ୍ରଣା ଅଭିଗ୍ରାହି ସ୍ନାୟୁ ମାଧ୍ୟମରେ ମସ୍ତିଷ୍କକୁ ଯନ୍ତ୍ରଣା ବିଷୟ ଅବଗତ କରେ<ref>{{cite web|url=http://www.experiencefestival.com/a/Headache_-_Pathophysiology/id/1292096| title=Headache - Pathophysiology|date=|accessdate= June 21, 2010}}</ref>। <br />
ଶରୀରରେ ଥିବା ଏଣ୍ଡରଫିନ୍ ନାମକ ଏକ ପଦାର୍ଥର ମାତ୍ରା ଉପରେ ମୁଣ୍ଡ ବିନ୍ଧା କିପରି ପରିମାଣର ହେବ ତାହା ନିର୍ଭର କରେ । ଯେଉଁ ମାନଙ୍କର ପ୍ରବଳ ବିନ୍ଧା ହୁଏ ସେମାନଙ୍କର ଏଣ୍ଡରଫିନ୍ ମାତ୍ରା କମ ଥାଏ ।<br />
ମୁଣ୍ଡ ବିନ୍ଧାର ପ୍ରକୃତ କାରଣ ଜଣା ପଡିପଡ଼ି ନ ଥିଲେ ମଧ୍ୟ ଅନେକ ତଥ୍ୟ ଉପସ୍ଥାପନ କରାଯାଇଛି । ବିଂଶ ଶତାବ୍ଦୀ ମଧ୍ୟ ଭାଗରେ ଉଲ୍ଫ (Wolf) ଗୋଟିଏ ତଥ୍ୟ ଉପସ୍ଥାପନ କରିଥିଲେ <ref>{{cite journal |author=Goadsby PJ |title=The vascular theory of migraine--a great story wrecked by the facts |journal=Brain |volume=132 |issue=Pt 1 |pages=6–7 |year=2009 |month=January |pmid=19098031 |doi=10.1093/brain/awn321 |url=http://brain.oxfordjournals.org/content/132/1/6.full}}</ref>। ପ୍ରଥମେ ମସ୍ତିଷ୍କ ମଧ୍ୟରେ ରକ୍ତ ନଳୀ ସଙ୍କୁଚିତ ହୁଏ, ତା ପରେ ଯେତେବେଳେ ପ୍ରସାରିତ ହୁଏ ସେତେବେଳେ ବିନ୍ଧା ହୁଏ ।<br />
ଅଧୁନା ନିଉରୋଭାସ୍କୁଲାର ଥିଓରିକୁ ଗ୍ରହଣ କରାଯାଇଛି। ଏହି ତଥ୍ୟ ଅନୁସାରେ ଏକ ଜଟୀଳ ସ୍ନାୟୁ ଓ ରକ୍ତ ନଳୀ କ୍ରିୟା ସମ୍ପାଦିତ ହେଲେ ମୁଣ୍ଡ ବିନ୍ଧେ ।