ଆଲୋଚନା:ବନ୍ଦେ ଉତ୍କଳ ଜନନୀ

ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ (Rated Start-class)
WikiProject iconଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ ଅନ୍ତର୍ଗତ । ଉଇକିପିଡ଼ିଆରେ ଓଡ଼ିଆ ସାହିତ୍ୟ । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 Start  This Lua error in package.lua at line 80: module 'Module:Pagetype/setindex' not found. does not require a rating on the project's quality scale.
 

ବନ୍ଦେ ଉତ୍କଳଜନନି ସମ୍ପାଦନା

  1. ଜନନି‌‌-ସଂବୋଧନେ ମାତ୍ରା ହ୍ରସ୍ୱ। ଉଚ୍ଚାରଣ ପ୍ଳୁତ।
  2. ସମାସନିଷ୍ପନ୍ନଶବ୍ଦପଦ ଏକପଦ । ସଂହିତୈକପଦା ନିତ୍ୟା, ନିତ୍ୟା ଧାତୂପସର୍ଗୟୋଃ । ନିତ୍ୟା ସମାସେ, ବାକ୍ୟେ ତୁ ସା ବିବକ୍ଷାମ୍ଅପେକ୍ଷତେ । ଓଡ଼ିୟା ପ୍ରାୟତଃ ସଂସ୍କୃତବ୍ୟାକରଣାନୁସାରିଣୀ ।
  3. ସମଗ୍ରଗୀତଟିରେ ଉତ୍କଳଜନନୀଙ୍କୁ ସଂବୋଧନ ! କରାଯାଇଛି, କେତେକ ମାତ୍ର ପଦ ବା ପାଦରେ ନୁହେଁ ।
  4. ପୁଣ୍ୟ। ପୂଣ୍ୟ ନୁହେଁ। ଏ ସମସ୍ତ ମୋର ସାମାନ୍ୟ ଭାଷାବ୍ୟାକରଣଜ୍ଞାନରୁ କହୁଛି ଓ ସେହି ଜ୍ଞାନରେ ସଂଶୋଧୁଛି । କବିଙ୍କ ମୂଳ ହାତଲେଖା ଦେଖି ନାହିଁ । ବିଜ୍ଞପାଠକେ ତ୍ରୁଟି ଦେଖିଲେ ଜଣାଇଲେ ଠିକ୍ ଶିଖିବି, ଅନ୍ୟେ ବି ଠିକ୍ ଜାଣିବେ ।
ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା । ତେଣୁ ଏହାର ବ୍ୟାକରଣ ଭିନ୍ନ ଓ ସଂସ୍କୃତର ଅନୁସାରିଣୀ ନୁହେଁ । ତା ଛଡ଼ା ମୂଳ ଲେଖାରେ ବ୍ୟାକରଣିକ ଭୁଲଭଟକା ଦେଖିବ ଦଳାଇବା ଲେଖକୀୟ ମର୍ଯ୍ୟାଦାର ଅନାଦର ହେବ । ଏଣୁ "ବନ୍ଦେ ଉତ୍କଳ ଜନନୀ" ଲେଖାଟିକୁ ପଛକୁ ଫେରାଇ ଦିଆଗଲା । ତେବେ ଏ ବାବଦେ ଆଉ କିଛି ଆଲୋଚିବାକୁ ଚାହିଁଲେ ଆଲୋଚନା:ବନ୍ଦେ ଉତ୍କଳ ଜନନୀ ପୃଷ୍ଠାରେ ଲେଖିପାରିବେ, ଏଠାରେ ନୁହେଁ । --ସୁଭାସିସ ପାଣିଗାହି (ଆଳାପ) ୧୯:୩୦, ୧୬ ମାର୍ଚ୍ଚ ୨୦୧୫ (UTC)
Return to "ବନ୍ଦେ ଉତ୍କଳ ଜନନୀ" page.