ବିଟାମେଥାଜୋନ
ବିଟାମେଥାଜୋନ ଏକ ସ୍ଟିରଏଡ ଔଷଧ ।[୧] ଏହା ବ୍ୟବହୃତ ହେଉଥିବା ରୋଗମାନଙ୍କ ନାମ: ରିଉମାଟିକ ରୋଗମାନଙ୍କ ମଧ୍ୟରେ ରିଉମାଟଏଡ଼ ଆର୍ଥ୍ରାଇଟିସ, ସିସ୍ଟମିକ ଲୁପସ ଏରିଦମାଟୋସସ; ଚର୍ମ ରୋଗ ମଧ୍ୟରେ ଡର୍ମାଟାଇଟିସ ଓ ସୋରିଆସିସ; ଆଲର୍ଜି ରୋଗ ମଧ୍ୟରେ ଆଜ୍ମା ଓ ଆଞ୍ଜିଓଇଡିମା; ଅସମୟ ଗର୍ଭବେଦନା, କ୍ରନ୍ସ ରୋଗ, କର୍କଟ ମଧ୍ୟରେ ଲିଉକେମିଆ, ଆଡ୍ରେନିକର୍ଟିକାଲ ଇନସଫିସିଏନ୍ସି ଇତ୍ୟାଦି ।[୧] ଏହା ପାଟିରେ, ମାଂସପେଶୀ ଇଞ୍ଜେକସନ ଓ କ୍ରିମ ଆକାରରେ ଦିଆଯାଏ । [୧][୨] ଇଞ୍ଜେକସନ ଆକାରରେ ଦେଲେ ଏହାର ପ୍ରଦାହରୋଧୀ ପ୍ରଭାବ ୨ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ପ୍ରାୟ ୭ଦିନ ପର୍ଯ୍ୟନ୍ତ ରହେ । [୧]
Clinical data | |
---|---|
Trade names | Celestone |
AHFS/Drugs.com | monograph |
Pregnancy category |
|
Routes of administration | Oral,Topical,IM |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ? |
Metabolism | hepatic CYP3A4 |
Elimination half-life | 36-54 hours |
Excretion | Renal (in urine) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.006.206 |
Chemical and physical data | |
Formula | C22H29FO5 |
Molar mass | 392.461 |
3D model (JSmol) | |
| |
| |
(verify) |
ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ସଂକ୍ରମଣ ସଙ୍କଟ, ଦୁର୍ବଳ ମାଂସପେଶୀ, ସାଂଘାତିକ ଆଲର୍ଜି ଓ ସାଇକୋସିସ ଇତ୍ୟାଦି ଦେଖାଯାଏ । ଦୀର୍ଘକାଳୀନ ବ୍ୟବହାରରେ ଆଡ୍ରେନାଲ ଅଭାବ ଦେଖାଯାଏ । ଦୀର୍ଘକାଳ ବ୍ୟବହାର ପରେ ହଠାତ୍ ଔଷଧ ବନ୍ଦ କଲେ ଅବସ୍ଥା ସାଂଘାତିକ ହୁଏ ।[୧] କ୍ରିମ ଲଗେଇଲେ ଅଧିକ ରୁମ ଓ ଚର୍ମ ଜ୍ୱାଳା ହୁଏ ।[୨] ବିଟାମେଥାଜୋନ ଗ୍ଲୁକିକର୍ଟିକଏଡ ଶ୍ରେଣୀର ଔଷଧ । [୧]
ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସନ ୧୯୬୧ରେ ଡାକ୍ତରୀ ବ୍ୟବହାର ନିମନ୍ତି ସ୍ୱିକୃତି ପାଇଲା ।[୧] କ୍ରମର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ବଟିକା ଓ ଇଞ୍ଜେକସନ ଦାମିକା କିନ୍ତୁ କ୍ରିମ ନୁହେଁ । [୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Betamethasone". The American Society of Health-System Pharmacists. Retrieved Dec 2, 2015.
- ↑ ୨.୦ ୨.୧ "Betamethasone topical". The American Society of Health-System Pharmacists. Retrieved Dec 2, 2015.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 186,201. ISBN 9781284057560.