ବାହାଦୁର ପେଣ୍ଠ

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବାହାଦୁର ପେଣ୍ଠ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
ବିଧାନ ସଭା ନିର୍ବାଚନ ମଣ୍ଡଳୀଗୋପାଳପୁର
ବ୍ଳକରଂଗେଇଲୁଣ୍ଡା
ଭାଷାଓଡ଼ିଆ, ତେଲୁଗୁ
Population
 • Total୨୦୦୦
Time zoneIST (+୫.୩୦)
ଡାକ କୋଡ଼
୭୬୧୦୦୮ [୧]
Area code+୦୬୮୦
ଯାନବାହାନ ପଞ୍ଚୀକରଣOD/07
Websitewww.facebook.com/BahadurPentho

ବାହାଦୁର ପେଣ୍ଠ ଏକ ଶସ୍ୟ ଶାମଳ ଗ୍ରାମ | ଏହା ଓଡ଼ିଶା[୨]ଗଞ୍ଜାମ ଜିଲ୍ଲା[୩]ରେ ଅବସ୍ତିତ | ଗ୍ରାମରେ ପ୍ରାୟ ପାଞ୍ଚ ଶହରୁ ଅଧୀକ ଲୋକ ବାସ କରନ୍ତି | ଏଠାରେ ହିନ୍ଦୁ ସଂପ୍ରଦାୟର ରେଡ୍ଡି ଜାତିର ଲୋକମାନେ ବାସକରନ୍ତି | ଏମାନେ ଭାଇଭାଇ ପରି ଚଳନ୍ତି | ଚାଷ କାମ ଅଧିକାଂଶ ଲୋକଙ୍କର ଜୀବିକା | କିଛି ଲୋକ ସରକାରୀ, ବେସରକାରୀ ଚାକିରୀ କରନ୍ତି | କିଛି ଯୁବକ ଅନ୍ୟ ସହର ଯେମିତି ଚେନ୍ନାଇ, ବେଙ୍ଗଲୂରୁ ଏବଂ ହାଇଦ୍ରାବାଦ ସହର ଗୁଡିକରେ କଂଷ୍ଟ୍ରକସନ କାମ କରନ୍ତି | ଅନ୍ୟ କେତେ ଯୁବକ ବାହାର ଦେଶରେ ମଧ୍ୟ କାମ କରନ୍ତି | ଏହି ଗ୍ରାମରେ ବିସ୍ତୃତ ଧାନଜମି ରହିଛି | ଚାଷୀମାନେ ପ୍ରଚୁର ଧାନ ଉତ୍ପାଦନ କରନ୍ତି ଏବଂ କିୟାଫୁଲ ଏଠାର ମୁଳ ଆଦାୟ ଅଟେ | ବାହାଦୁର ପେଣ୍ଠର ପୁର୍ବରୁ ଭୈରବୀ ମନ୍ଦିର ଓ ପରେ ଶିବ ମନ୍ଦିର ରହିଛି | ଗ୍ରାମ ମଝିରେ ଚଊଁରା, ଭୋଜଗୋବିନ୍ଦ ଘର ଏବଂ ଗୋଟିଏ ମଣ୍ଡପ ଅଛି | ଗ୍ରାମଦେଇ ମୁଖ୍ୟ ରାସ୍ତାଟି ବିଶ୍ୱନାଥପୁରଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଯାଇଛି | ଏହା ଏକ ପିଚୁ ରାସ୍ତା | ପ୍ରତ୍ୟହ ଏହି ରାସ୍ତା ଦେଇ ଶହ ଶହ ଗାଡି, ସାଇକେଲ, ମୋଟର ସାଇକେଲ, ବସ, ଟ୍ରକ ଆଦି ଚଳାଚଳ କରେ | ଗ୍ରାମରେ ଗୋଟିଏ ପ୍ରାଥମିକ ବିଧ୍ୟାଳୟ ରହିଛି | ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ବିଶ୍ୱନାଥପୁର ଓ ହରଡଙ୍ଗ ଉଚ୍ଛବିଦ୍ୟାଳୟରେ ପଢନ୍ତି | ଗ୍ରାମର ଉତ୍ତରରେ ଗୋଟିଏ କଲେଜ ଅଛି | ଗ୍ରାମରେ ଗ୍ରାମବିକାଶ ସଂସ୍ତାଦ୍ୱାରା ଜଲ ଓ ପରିମଳ ଯଜନା କରାଯାଇଅଛି | ଏହାଦ୍ୱାରା ଗ୍ରାମର ପ୍ରତ୍ୟେକ ଘରେ ଲେଟିନ ବାତରୁମ ଏବଂ ପିଇବା ପାଣିର ସୁବିଧା କରାଯାଈଅଛି |

ଗମନାଗମନ ସମ୍ପାଦନା

ଏହା ବ୍ରହ୍ମପୁର ଠାରୁ ୧୮ କି.ମି. ଦୂର ଦଅବସ୍ଥିତ ।

ଶିକ୍ଷା ସମ୍ପାଦନା

ଏକ ପ୍ରାଥମିକ ବିଦ୍ୟାଳୟ ଅଛି ।

ସଂସ୍କୃତି ସମ୍ପାଦନା

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବ ମନ୍ଦିର, ତ୍ରିନାଥ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାଗର ମେଳା , ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥାଏ ।


ମନ୍ଦିର ସମ୍ପାଦନା

 
BahadurPenthoVillageTemple

ଛବି ସମ୍ପାଦନା

 
Bahadur Pentho 2
 
BahadurPenthoVillageTemple
 
Bahadur Pentho (3)
 
Bahadur Pentho Front
 
Bahadur Pentho (7)
 
Village Temple of Bahadur Pentho

ଆଧାର ସମ୍ପାଦନା