ବାପା ସୁପର୍ମ୍ୟାନ୍
ବାପା ସୁପର୍ମ୍ୟାନ୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରକାଶ ରଞ୍ଜନ ଜେନା । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।[୨] ସଙ୍ଗୀତକାର ସୌମିତ୍ରୀ ପଲାଇ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ବାପା ସୁପର୍ମ୍ୟାନ୍ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ପ୍ରକାଶ ରଞ୍ଜନ ଜେନା |
ସଂଳାପ | ପ୍ରିୟବ୍ରତ ପଣ୍ଡା |
ଚିତ୍ରନାଟ୍ୟ | ପ୍ରିୟବ୍ରତ ପଣ୍ଡା |
କାହାଣୀ | ପ୍ରିୟବ୍ରତ ପଣ୍ଡା |
କଳାକାର | ସିଦ୍ଧାନ୍ତ ମହାପାତ୍ର ସୁପ୍ରିୟା ନାୟକ ଶୁଭ୍ରାଂଶୁ ନାୟକ ସୋଫିଆ ଆଲାମ |
ସଙ୍ଗୀତ | ସୌମିତ୍ରୀ ପଲାଇ |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୩ ମାର୍ଚ୍ଚ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସୁପ୍ରିୟା ନାୟକ । ସୁଭ୍ରାଂଶୁ, ସୋଫିଆ ଆଲାମ, ଅଶ୍ୱିନୀ ବ୍ରହ୍ମା, ପ୍ରକାଶ ଜେନା, ଶୁଭମ, ପ୍ରଶାନ୍ତ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଶିଶୁ କଳାକାର ଭାବରେ ଶୁଭମ, ତ୍ରିଶା, ରିଷିକ ଓ ତେଜ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୩ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୫][୬]
ଅଭିନୟ
ସମ୍ପାଦନା- ସିଦ୍ଧାନ୍ତ ମହାପାତ୍ର[୭] - ଭରତ ଜେନା
- ସୁପ୍ରିୟା ନାୟକ - ପରିମିତା ଦାଶ
- ଶୁଭ୍ରାଂଶୁ ନାୟକ[୮] - ଚନ୍ଦ୍ରକାନ୍ତ ସାବତ
- ସୋଫିଆ ଆଲାମ[୯] - ବୀଣା
- ଅଶ୍ୱିନୀ ବ୍ରହ୍ମା - ଏସିପି ସାଗର
- ଭୂପତି ତ୍ରିପାଠୀ
- ପ୍ରକାଶ ଜେନା - ସେକ୍ରେଟେରୀ
- ପ୍ରଶାନ୍ତ ପାତ୍ର - ମୂରଲୀ
- ଶୁଭମ
- ତ୍ରିଶା
- ରିଷିକ
- ତେଜ
କାହାଣୀ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରୀ ପଲାଇ । ଗୀତିକାର ଗୁରୁ ଶତପଥୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୦] ସୁଶୀଲ କୁମାର, ପପୁ, ଗୁଗୁଲ, ତ୍ରିଶା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ମୋ ବାପା ସୁପର୍ମ୍ୟାନ୍" | ସୁଶୀଲ କୁମାର, ପପୁ, ଗୁଗୁଲ, ତ୍ରିଶା |
ଆଧାର
ସମ୍ପାଦନା- ↑ "ବାପା ସୁପରମ୍ୟାନ୍ ବନାମ ବାଜିବ ଲୋ ସାହାନାଇ". ଧରିତ୍ରୀ. No. ଭୁବନେଶ୍ୱର. 2 March 2023. p. ୧୫. Archived from the original on 20 March 2023. Retrieved 20 March 2023.
- ↑ "ବାପା ସୁପରମ୍ୟାନର ଟ୍ରେଲର ରିଲିଜ୍ ଜାନୁଆରୀରେ ପରଦାକୁ ଆସିବ ଫିଲ୍ମ". ETV Bharat News. ଭୁବନେଶ୍ୱର. Archived from the original on 20 March 2023. Retrieved 20 March 2023.
- ↑ NEWS, OMMCOM (23 August 2022). "Sidhant Mohapatra Starrer 'Bapa Superman' To Hit Screens Soon | Entertainment". Odisha News, Odisha Breaking News, Odisha Latest News (in English). Bhubaneswar. Archived from the original on 20 March 2023. Retrieved 20 March 2023.
{{cite news}}
: CS1 maint: unrecognized language (link)} - ↑ "ବାପା ସୁପରମ୍ୟାନ୍". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
- ↑ "Bapa SupermanU". The Times of India. ISSN 0971-8257. Retrieved 2023-03-20.
- ↑ Rath, Rosalin (4 March 2023). "'ରିଲିଜ ହେଲା ଫିଲ୍ମ ବାପା ସୁପରମ୍ୟାନ'". ନନ୍ଦିଘୋଷ ଟିଭି. Archived from the original on 20 March 2023. Retrieved 20 March 2023.
- ↑ BEHERA, PRAMOD (4 March 2023). "OTV Foresight 2023: ବକ୍ସି ଜଗବନ୍ଧୁ ଓ ଖାରବେଳଙ୍କ ଉପରେ ଫିଲ୍ମ ନ ହେବା ପଛରେ ଆମେ ଦାୟୀ; ସିଦ୍ଧାନ୍ତ ମହାପାତ୍ର". ଓଟିଭି ଖବର. Archived from the original on 20 March 2023. Retrieved 20 March 2023.
- ↑ "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
- ↑ "କମ୍ବ୍ୟାକ୍ରେ ଖୁସି". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.
- ↑ "ଆସୁଛି ବାପା ସୁପରମ୍ୟାନ୍; ଶୀର୍ଷକ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର". Sambad. 26 February 2023. Archived from the original on 20 March 2023. Retrieved 20 March 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବାପା ସୁପର୍ମ୍ୟାନ୍