ଫକୀର ମୋହନ ବିଶ୍ୱବିଦ୍ୟାଳୟ
ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ୫ମ ବିଶ୍ୱବିଦ୍ୟାଳୟ । ୧୯୯୯[୨] ମସିହାରେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ମହାବିଦ୍ୟାଳୟମାନଙ୍କୁ ନେଇ ଗଠିତ ହେଇଥିଲା। ଏହାର ପରିସର ବାଲେଶ୍ୱର ରେମୁଣା ଗୋଲେଇ ଛକ ନିକଟବର୍ତ୍ତୀ ବ୍ୟାସବିହାରଠାରେ ଅବସ୍ଥିତ।
ଫକୀର ମୋହନ ବିଶ୍ୱବିଦ୍ୟାଳୟ | |
---|---|
ଲକ୍ଷ୍ୟ | ସତ୍ୟ, ସାଧନା, ସ୍ୱାଭିମାନ |
ସ୍ଥାପିତ | ୩ ଜୁଲାଇ,୧୯୯୯ |
ପ୍ରକାର | ସାର୍ବଜନିକ |
କୁଳାଧିପତି | ଏସ. ସି. ଜମିର ଓଡ଼ିଶା ରାଜ୍ୟପାଳ |
କୁଳପତି | ମଧୁମିତା ଦାସ[୧] |
ଅବସ୍ଥାନ | ବାଲେଶ୍ୱର, ଓଡ଼ିଶା, ଭାରତ |
ପରିସର | ବ୍ୟାସବିହାର, ଗ୍ରାମାଞ୍ଚଳ |
ଅନୁବନ୍ଧନ | ଇଉ.ଜି.ସି., Association of Commonwealth Universities |
ୱେବସାଇଟ | http://www.fmuniversity.nic.i |
ଆଧାର
ସମ୍ପାଦନା- ↑ "Official Website of Fakir Mohan University". www.fmuniversity.nic.in.
- ↑ "ଆର୍କାଇଭ୍ କପି". Archived from the original on 2014-05-20. Retrieved 2014-05-20.
{{cite web}}
: Cite has empty unknown parameter:|1=
(help)