ଫୁଲବାଣୀ ଓଡ଼ିଆ

ଓଡ଼ିଆର ଏକ ଉପଭାଷା

ଫୁଲବାଣୀ ଓଡ଼ିଆ ଓଡ଼ିଆ ଭାଷାର ଏକ କ୍ଷୁଦ୍ର କଥିତ ଉପଭାଷା ବା ବୋଲି । ଏହା ମୁଖ୍ୟତଃ କନ୍ଧମାଳଫୁଲବାଣୀ, ଖଜୁରିପଦା ବ୍ଲକ, ଫିରିଙ୍ଗିଆ ବ୍ଲକ ଓ ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ବ୍ୟବହାର ହୁଏ ।[] ଫୁଲବାଣୀ ଓ ବୌଦ୍ଧର ଓଡ଼ିଆ କଥିତ ରୂପ କୁଇ ଭଳି ଆଦିବାସୀ ଭାଷା ଏବଂ କଳାହାଣ୍ଡିଆ ଓଡ଼ିଆ ଦ୍ୱାରା ମଧ୍ୟ ପ୍ରଭାବିତ । ଏହା ଷ୍ଟାଣ୍ଡାର୍ଡ ଓଡିଆ ପ୍ରଜାତି ପ୍ରତି ଅଧିକ ଆକର୍ଷିତ ।

ଫୁଲବାଣୀ ଓଡ଼ିଆ
Native toଓଡ଼ିଶା, ଭାରତ
ଅଞ୍ଚଳକନ୍ଧମାଳ (ଫୁଲବାଣୀ, ଖଜୁରିପଦା ବ୍ଲକ, ଫିରିଙ୍ଗିଆ ବ୍ଲକ)
ବୌଦ୍ଧ ଜିଲ୍ଲା
ଜାତିସତ୍ତାଓଡ଼ିଆ
ଇଣ୍ଡୋ-ଇଉରୋପୀୟ
ଓଡ଼ିଆ
ଭାଷା କୋଡ୍
ISO ୬୩୯-୩

କିଛି ସାଧାରଣ ଫୁଲବାଣୀ ଓଡ଼ିଆ ଶବ୍ଦ ଏବଂ ମାନକ ଓଡ଼ିଆରେ ସେମାନଙ୍କର ସମକକ୍ଷ ଶବ୍ଦ:

ମାନକ ଓଡ଼ିଆ ଶବ୍ଦ ଫୁଲବାଣୀ ଓଡ଼ିଆ ଶବ୍ଦ
କଣ/କଅଣ କାଡା
କୋଉ କେନେ
ତରକାରି ତୁ୍ଣ୍
ଲୋକ ଲୁକ
ଗୁଡ଼ିଏ ଜାକ
ବର୍ତ୍ତମାନ ଈଲେଗି
କାହିଁକି କାଈଲାଗି
ଔଷଧ ଉଷ
ଭିଜିବା ତିନ୍ତିବା
  1. Experts, Arihant (2019-06-04). Know Your State Odisha (in ଇଂରାଜୀ). Arihant Publications India limited. ISBN 978-93-131-9327-2.