ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା

ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
ସ୍ଥାପିତ୧୯୬୦
ପ୍ରକାରକଥଚିତ୍ର ବିଦ୍ୟାଳୟ
ଅଧକ୍ଷଆର୍. ମାଧବନ୍
ନିର୍ଦ୍ଦେଶକଭୁପେନ୍ଦ୍ର କେନ୍ଥୋଲା
ଅବସ୍ଥାନପୁନେ, ଭାରତ
ଅନୁବନ୍ଧନCILECT
ୱେବସାଇଟhttp://www.ftiindia.com

ପୁରୁଣା ଓଡ଼ିଆ ଛାତ୍ର ସମ୍ପାଦନା

ଏଠାରେ ପ୍ରଶିକ୍ଷଣ ଅନୁଷ୍ଠାନର କେତେକ ପୁରୁଣା ଓଡ଼ିଆ ଛାତ୍ର ହେଲେ: ସାଧୁ ମେହେର, ଅପୂର୍ବ କିଶୋର ବୀର, ସୁରେନ୍ଦ୍ର ସାହୁ, ଜୟକୃଷ୍ଣ ପାତ୍ର, ସାଗୀର ଅହମଦ, ନିରଦ ମହାପାତ୍ର, ମନମୋହନ ମହାପାତ୍ର, ରବି ପଟ୍ଟନାୟକ [୧]ରାଜୁ ମିଶ୍ର

ଆଧାର ସମ୍ପାଦନା

  1. Gour, Santosh. "::DIRECTORATE OF FILM FESTIVALS::". dff.nic.in. Retrieved 16 January 2013. Sadhu Meher (63-66), A.k.Bir (66-69), Surendra Sahoo and Jai Krushna Patra (67-70), Sagir Ahmed (68), Nirad Mahapatra (68-71), Ravi Patnaik (69-72) passed through portals of FTII a

ଅଧିକ ତଥ୍ୟ ସମ୍ପାଦନା