ପ୍ରୋପାନ୍ଥେଲିନ
ପ୍ରୋପାନ୍ଥେଲିନ (ଇଂରାଜୀ ଭାଷାରେ Propantheline) ହେଉଛି ଏକ ଔଷଧ ଯାହା ସ୍ୱେଦାଧିକ, କ୍ରୋଧିତ ଅନ୍ତସ୍ଥଳୀ ସିଣ୍ଡ୍ରୋମ ଏବଂ ଅନିନ୍ତ୍ରିତ ମୂତ୍ରାଶୟ ପାଇଁ ବ୍ୟବହୃତ ହୁଏ ।[୧] ଏହା ପେପ୍ଟିକ୍ ଅଲସର ରୋଗ ପାଇଁ ବ୍ୟବହୃତ ହେଉଛି; ତଥାପି ଏହି ବ୍ୟବହାରକୁ ସମର୍ଥନ କରିବା ପ୍ରମାଣ ଖରାପ ଅଟେ ।[୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Synonyms | Propantheline bromide |
AHFS/Drugs.com | monograph |
MedlinePlus | a684020 |
Identifiers | |
| |
ECHA InfoCard | 100.000.028 |
Chemical and physical data | |
Formula | C23H30NO3 |
Molar mass | ୩୬୮.୫0 g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ଆନାଫାଇଲକ୍ସିସ ଏବଂ ନିଦ୍ରାଳୁ ଭାବ ଅନ୍ତର୍ଭୁକ୍ତ ହୋଇପାରେ ।[୧] [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ଆଣ୍ଟିମସ୍କାରିନିକ ଅଟେ।[୨]
୧୯୫୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରୋପାଣ୍ଟେଲିନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଜ୍ୟରେ ୧୫ ମିଗ୍ରା ବିଶିଷ୍ଟ ୧୧୨ ବଟିକାର ମୂଲ୍ୟ ୨୦୨୧ରେ ପ୍ରାୟ ୨୦ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୦୦ ଡଲାର ଅଟେ ।[୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 94. ISBN 978-0857114105.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Propantheline Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 29 October 2021.
- ↑ "Propantheline Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 29 October 2021.