ପ୍ରେମର ନିଶା ନିଆରା ନିଆରା
ପ୍ରେମର ନିଶା ନିଆରା ନିଆରା, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଭାରତୀ କାନ୍ତ ଏବଂ ଚିତ୍ରନାଟ୍ୟ-ନିର୍ଦ୍ଦେଶନ ଦେଇଥିଲେ ସରୋଜ କାନ୍ତ ।[୨] ଚଳଚ୍ଚିତ୍ରର କାହଣୀ ଲେଖିଥିଲେ ରାଜେନ୍ଦ୍ର ଏବଂ ସଂଳାପ ଲେଖିଥିଲେ ମନୋରଞ୍ଜନ ଦାସ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରୀ ପଲାଇ ଏବଂ ଶୈଳେନ୍ଦ୍ର । କିଶୋର କୁମ୍ଭାର ଏବଂ ମନୋଜ ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ଏବଂ ଚିତ୍ତ ରଞ୍ଜନ, ହ୍ୟୁମାନ ସାଗର, ଅସୀମା ପଣ୍ଡା ପ୍ରଭୃତି କଣ୍ଠଶିଳ୍ପୀ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୨] ଏହି ଚଳଚ୍ଚିତ୍ରଟି ୯ ଡିସେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[୩]
ପ୍ରେମର ନିଶା ନିଆରା ନିଆରା | |
---|---|
ନିର୍ଦ୍ଦେଶକ | ସରୋଜ କାନ୍ତ |
ପ୍ରଯୋଜକ | ଭାରତୀ ନାଇକ |
ସଂଳାପ | ମନୋରଞ୍ଜନ ଦାସ |
ଚିତ୍ରନାଟ୍ୟ | ସରୋଜ କାନ୍ତ |
କାହାଣୀ | ରାଜେନ୍ଦ୍ର |
କଳାକାର | ଶୁଭମ ନାଇକ ଜୀନା ସାମଲ ଜର୍ଜ ତିଆଡ଼ି ଅଶ୍ରୁମୋଚନ ମହାନ୍ତି ମନୋଜ ମିଶ୍ର ପ୍ରଜ୍ଞା ଖଟୁଆ ଝାନ୍ସି |
ସଙ୍ଗୀତ | ସୌମିତ୍ରୀ ପଲାଇ ଶୈଳେନ୍ଦ୍ର |
ସମ୍ପାଦକ | ରାଜେଶ ଦାସ |
ମୁକ୍ତିଲାଭ ତାରିଖ | ୯ ଡିସେମ୍ବର ୨୦୧୬ |
ଦେଶ | ![]() |
ଭାଷା | ଓଡ଼ିଆ |
ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଶୁଭମ ନାଇକ ଏବଂ ଅଭିନେତ୍ରୀ ଜୀନା ସାମଲ ।[୪] ସୋନିଆ, ଜର୍ଜ ତିଆଡ଼ି, ଅଶ୍ରୁମୋଚନ ମହାନ୍ତି, ମନୋଜ ମିଶ୍ର, ପ୍ରଜ୍ଞା, ଝାନ୍ସି ଆଦି ଚଳଚ୍ଚିତ୍ରର ସହକାରୀ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଶୁଭମ ନାଇକ[୫]
- ଜୀନା ସାମଲ[୬]
- ସୋନିଆ
- ଜର୍ଜ ତିଆଡ଼ି
- ଅଶ୍ରୁମୋଚନ ମହାନ୍ତି
- ମନୋଜ ମିଶ୍ର
- ମିଟୁ ମିଥୁନ
- ପ୍ରଜ୍ଞା
- ଝାନ୍ସି[୫]
- ସ୍ମରଣୀକା ପ୍ରିୟଦର୍ଶିନୀ[୭]
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରୀ ପଲାଇ ଏବଂ ଶୈଳେନ୍ଦ୍ର ।[୨][୮] କିଶୋର କୁମ୍ଭାର ଏବଂ ମନୋଜ ଦାସ ପ୍ରମୁଖ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ ଏବଂ ଚିତ୍ତ ରଞ୍ଜନ, ହ୍ୟୁମାନ ସାଗର, ଅସୀମା ପଣ୍ଡା ପ୍ରଭୃତି କଣ୍ଠଶିଳ୍ପୀ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[୪]
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ପ୍ରେମର ନିଶା ନିଆରା ନିଆରା" | ଚିତ୍ତ ରଞ୍ଜନ | |
2. | "ମୋ ନିଦର ତୁ" | ହ୍ୟୁମାନ ସାଗର, ଅସୀମା ପଣ୍ଡା |
ଆଧାରସମ୍ପାଦନ କରନ୍ତୁ
- ↑ "Premara Nisha Niara Niara (2016)". Movies Buff. Retrieved 21 July 2017.
- ↑ ୨.୦ ୨.୧ ୨.୨ "ଏହି ଓଲିଉଡ୍ ନାୟକ କହୁଛନ୍ତି 'ଚାହିଁଥିବି ତତେ ହଜାରେ ବରଷ' | Sambad". Sambad. 31 August 2018. Retrieved 31 August 2018. ଆଧାର ଭୁଲ: Invalid
<ref>
tag; name "ପ୍ରେମର ନିଶା ନିଆରା ନିଆରା" defined multiple times with different content - ↑ "ଆଜି ଶୁଭମୁକ୍ତି : ଓଡ଼ିଆ ଛବି 'ପ୍ରେମର ନିଶା ନିଆରା ନିଆରା'". ସମ୍ବାଦ. 9 December 2016. Retrieved 21 July 2017.
- ↑ ୪.୦ ୪.୧ "ଡିସେମ୍ବର ୯ରେ 'ପ୍ରେମର ନିଶା ନିଆରା ନିଆରା'". ସମ୍ବାଦ. 27 November 2016. Retrieved 21 July 2017.
- ↑ ୫.୦ ୫.୧ "ଦୁଇ ଜଣଙ୍କ ସହ ରୋମାନ୍ସ କରୁଛନ୍ତି ଏହି ଓଲିଉଡ ନାୟକ". sambad.in. 24 May 2018. Retrieved 6 June 2018.
- ↑ "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
- ↑ "ସାବାସ୍ ସ୍ମରଣିକା". ସମାଜ. 22 October 2017. Retrieved 22 October 2017.
- ↑ "ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ 'ସେଲ୍ଫିସ୍ ଦିଲ୍'". Sambad (in ଆମେରିକୀୟ ଇଂରାଜୀ). 2019-06-30. Archived from the original on 2019-07-01. Retrieved 2019-07-01.