ପ୍ରେଡନିକାର୍ବେଟ
ପ୍ରେଡନିକାର୍ବେଟ (ଇଂରାଜୀ ଭାଷାରେ Prednicarbate), ଅନ୍ୟମାନଙ୍କ ମଧ୍ୟରେ ଡର୍ମାଟପ୍ ଏକ ବିକ୍ରୟ ନାମ, ହେଉଛି ଏକ କର୍ଟିକୋଷ୍ଟିରଏଡ ଯାହା ଆଟୋପିକ ଡର୍ମାଟାଇଟିସ, ସୋରିଆସିସ ଏବଂ ଆଲର୍ଜି କଣ୍ଟାକ୍ଟ ଡର୍ମାଟାଇଟିସ୍ ଭଳି ଚର୍ମ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୧]
Clinical data | |
---|---|
Trade names | Dermatop, others |
Synonyms | {2-[(8S,9S,10R,11S,13S,14S,17R)-17-ethoxycarbonyloxy-11-hydroxy-10,13-dimethyl-3-oxo-7,8,9,11,12,14,15,16-octahydro-6H-cyclopenta[a]phenanthren-17-yl]-2-oxoethyl} propanoate |
AHFS/Drugs.com | monograph |
MedlinePlus | a604021 |
Routes of administration | Topical |
Identifiers | |
| |
ECHA InfoCard | 100.070.516 |
Chemical and physical data | |
Formula | C27H36O8 |
Molar mass | ୪୮୮.୫୮ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱାଳା, ଉତ୍ତେଜନା, ଚର୍ମ ପତଳା ହୋଇଯିବା, ବ୍ରଣ, ବର୍ଣ୍ଣକତା ବା ପିଗମେଣ୍ଟେସନ୍ ହ୍ରାସ, ଚର୍ମରେ ଗାର ପଡ଼ିଯିବା ଏବଂ ଟେଲାଞ୍ଜିଏକ୍ଟାସିଆ ଅନ୍ତର୍ଭୁକ୍ତ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ସଂକ୍ରମଣ, ଆଲର୍ଜି ପ୍ରତିକ୍ରିୟା ଏବଂ କୁସିଂ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ | [୧] ଏହା ଏକ ମଧ୍ୟମ ଶକ୍ତି ଷ୍ଟେରଏଡ୍ ଭାବରେ ବିବେଚନା କରାଯାଏ | [୧]
୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ପ୍ରିଡନିକାର୍ବେଟ୍ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଷ୍ଟ୍ରରେ ଏକ ୬୦ ଗ୍ରାମ ଟ୍ୟୁବ ବିଶିଷ୍ଟ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୪ ଡଲାର ଥିଲା ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Prednicarbate Monograph for Professionals". Drugs.com (in ଇଂରାଜୀ). Archived from the original on 26 September 2020. Retrieved 29 October 2021.
- ↑ ୨.୦ ୨.୧ "Prednicarbate Prices, Coupons & Savings Tips - GoodRx". GoodRx. Archived from the original on 10 June 2016. Retrieved 29 October 2021.