ପ୍ରୀତିର ଇତି

୧୯୯୨ର ଓଡ଼ିଆ କଥାଚିତ୍ର

ପ୍ରୀତିର ଇତି, ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରଘୁ ମିଶ୍ର । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପ୍ରୀତିର ଇତି
ନିର୍ଦ୍ଦେଶକରଘୁ ମିଶ୍ର
କଳାକାରମିହିର ଦାସ
ରାଧା ପଣ୍ଡା
ଜୟୀରାମ ସାମଲ
ପ୍ରିୟଙ୍କା ଉପେନ୍ଦ୍ର
ସଙ୍ଗୀତପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ମିହିର ଦାସ, ରାଧା ପଣ୍ଡା, ଜୟୀରାମ ସାମଲ, ପ୍ରିୟଙ୍କା ଉପେନ୍ଦ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ମମତା ସାହୁ, ମହମ୍ମଦ ସାଜିଦ୍, ସୁବାଷ ଦାସ, ତୃପ୍ତି ଦାସ, ସୁବୀର ଦାସ, ଶ୍ରୀକାନ୍ତ ଦାସ, ଗୀତା ଦାସ, ସ୍ୱାଗତିକା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଉଇ ମା ଉଇ ମା"ମମତା ସାହୁ, ମହମ୍ମଦ ସାଜିଦ୍୫:୪୫
2."ତୁ ମୋ ଚାନ୍ଦ ତୁ ମୋ ତାରା"ସୁବାଷ ଦାସ, ତୃପ୍ତି ଦାସ୫:୪୭
3."କିଏ କଲାରେ ମୋତେ ପାଗଳୀ"ତୃପ୍ତି ଦାସ୩:୩୪
4."ଭଲପାଏ ମୁଁ ତୁମକୁ ଆଜି"ସୁବୀର ଦାସ, ତୃପ୍ତି ଦାସ୬:୦୭
5."ବ୍ୟାଣ୍ଡ ବଜାଇ ବୋହୂ ସଜାଇ"ମହମ୍ମଦ ସାଜିଦ୍୫:୫୧
6."ପ୍ରେମ ବନ୍ଧନ‌କୁ ଭୁଲି କି ପାରିବୁ"ସୁବାଷ ଦାସ୫:୩୧
7."ପାଣି କ‌ଖାରୁ ପାଣି କ‌ଖାରୁ"ଶ୍ରୀକାନ୍ତ ଦାସ, ଗୀତା ଦାସ୫:୧୦
8."ଜଣେ କ‌ହୁଛି"ଶ୍ରୀକାନ୍ତ ଦାସ, ସ୍ୱାଗତିକା ମହାପାତ୍ର୩:୩୮

ଆଧାର ସମ୍ପାଦନା

  1. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  2. "Pritira Eti". Saavn. Retrieved 5 July 2018.

ବାହାର ଆଧାର ସମ୍ପାଦନା