ପ୍ରୀତିର ଇତି
୧୯୯୨ର ଓଡ଼ିଆ କଥାଚିତ୍ର
ପ୍ରୀତିର ଇତି, ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରଘୁ ମିଶ୍ର । ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ପ୍ରୀତିର ଇତି | |
---|---|
ନିର୍ଦ୍ଦେଶକ | ରଘୁ ମିଶ୍ର |
କଳାକାର | ମିହିର ଦାସ ରାଧା ପଣ୍ଡା ଜୟୀରାମ ସାମଲ ପ୍ରିୟଙ୍କା ଉପେନ୍ଦ୍ର |
ସଙ୍ଗୀତ | ପ୍ରଫୁଲ୍ଲ କର |
ମୁକ୍ତିଲାଭ ତାରିଖ | ୧୯୯୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମିହିର ଦାସ, ରାଧା ପଣ୍ଡା, ଜୟୀରାମ ସାମଲ, ପ୍ରିୟଙ୍କା ଉପେନ୍ଦ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ମିହିର ଦାସ[୧]
- ରାଧା ପଣ୍ଡା
- ଜୟୀରାମ ସାମଲ
- ପ୍ରିୟଙ୍କା ଉପେନ୍ଦ୍ର
ଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର । ମମତା ସାହୁ, ମହମ୍ମଦ ସାଜିଦ୍, ସୁବାଷ ଦାସ, ତୃପ୍ତି ଦାସ, ସୁବୀର ଦାସ, ଶ୍ରୀକାନ୍ତ ଦାସ, ଗୀତା ଦାସ, ସ୍ୱାଗତିକା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଉଇ ମା ଉଇ ମା" | ମମତା ସାହୁ, ମହମ୍ମଦ ସାଜିଦ୍ | ୫:୪୫ |
2. | "ତୁ ମୋ ଚାନ୍ଦ ତୁ ମୋ ତାରା" | ସୁବାଷ ଦାସ, ତୃପ୍ତି ଦାସ | ୫:୪୭ |
3. | "କିଏ କଲାରେ ମୋତେ ପାଗଳୀ" | ତୃପ୍ତି ଦାସ | ୩:୩୪ |
4. | "ଭଲପାଏ ମୁଁ ତୁମକୁ ଆଜି" | ସୁବୀର ଦାସ, ତୃପ୍ତି ଦାସ | ୬:୦୭ |
5. | "ବ୍ୟାଣ୍ଡ ବଜାଇ ବୋହୂ ସଜାଇ" | ମହମ୍ମଦ ସାଜିଦ୍ | ୫:୫୧ |
6. | "ପ୍ରେମ ବନ୍ଧନକୁ ଭୁଲି କି ପାରିବୁ" | ସୁବାଷ ଦାସ | ୫:୩୧ |
7. | "ପାଣି କଖାରୁ ପାଣି କଖାରୁ" | ଶ୍ରୀକାନ୍ତ ଦାସ, ଗୀତା ଦାସ | ୫:୧୦ |
8. | "ଜଣେ କହୁଛି" | ଶ୍ରୀକାନ୍ତ ଦାସ, ସ୍ୱାଗତିକା ମହାପାତ୍ର | ୩:୩୮ |
ଆଧାର
ସମ୍ପାଦନା- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "Pritira Eti". Saavn. Retrieved 5 July 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରୀତିର ଇତି