ପ୍ରିୟା ମୋ ଆସିବ ଫେରି

ଓଡ଼ିଆ କଥାଚିତ୍ର

ପ୍ରିୟା ମୋ ଆସିବ ଫେରି, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏସ୍ ଏମ୍ ଅଗ୍ର‌ୱାଲ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ପ୍ରିୟା ମୋ ଆସିବ ଫେରି
ନିର୍ଦ୍ଦେଶକସୂର୍ଯ୍ୟ ମିଶ୍ର
ପ୍ରଯୋଜକଏସ୍ ଏମ୍ ଅଗ୍ର‌ୱାଲ
ଚିତ୍ରନାଟ୍ୟସୂର୍ଯ୍ୟ ମିଶ୍ର
କାହାଣୀସୂର୍ଯ୍ୟ ମିଶ୍ର
କଳାକାରହାତୀ, ମେଘ୍ନା ମିଶ୍ର, ରବି ମିଶ୍ର, ସଲିଲ ମିତ୍ର, ପିଣ୍ଟୁ ନନ୍ଦ, ଦୀପକ ପରିଡ଼ା, ରାଜଦୀପ, ସୋନାଲି, ସୁମନ
ମୁକ୍ତିଲାଭ ତାରିଖ
୧୨ ମଇ ୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ମେଘ୍ନା ମିଶ୍ର ।[୧] ହାତୀ, ରବି ମିଶ୍ର, ସଲିଲ ମିତ୍ର, ପିଣ୍ଟୁ ନନ୍ଦ, ଦୀପକ ପରିଡ଼ା, ରାଜଦୀପ, ସୋନାଲି, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."କାଇଁଚ ମାଳି ଲୋ" 
2."ଆଖିର ଲୁହ ଧୋଇ ଦେଲ" 
3."ହୋଲିର ବାହାନା" 
4."ମୁଁ ଭଲ ପାଉଚି ତ‌ତେ" 
5."ନା ଅଛି ମୋର ଧୂଳି ଅଗଣା" 
6."ନାଲି ଓଢ଼ଣୀ ଟାଣି" 
7."ପ୍ରିୟା ମୋ ପ୍ରିୟା" 
8."ତୁ ରଙ୍ଗ୍ ନମ୍ବରରେ" 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Priya Mo Asiba Pheri oriya film Video, Songs, Review, Wallpapers". Oriya Film Database. 10 March 2013. Retrieved 2 September 2018.

ବାହାର ଆଧାରସମ୍ପାଦନ କରନ୍ତୁ