ପ୍ରଦୋଷ କୁମାର ପଟ୍ଟନାୟକ
ଓଡ଼ିଆ ସାମ୍ବାଦିକ
ପ୍ରଦୋଷ କୁମାର ପଟ୍ଟନାୟକ ଜଣେ ଓଡ଼ିଆ ସାମ୍ବାଦିକ ଓ ଲେଖକ, ଯିଏକି ମୁଖ୍ୟତଃ ଜୀବନ ସମ୍ବନ୍ଧୀୟ ପୁସ୍ତକରେ ନିଜର ଲେଖନୀ ଚାଳନା କରନ୍ତି ।[୨] ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ପୁସ୍ତକ ରଚନା କରିବା ସହିତ କିଛି ଜୀବିନୀ ପୁସ୍ତକ ରଚନା କରିଛନ୍ତି ।[୩] ୨୦୧୬ ମସିହାରେ ତାଙ୍କୁ ତାଙ୍କର ପୁସ୍ତକ ଚାଲିଛି... ଚାଲିବି ନପଡ଼ିବି ଥକି (ଜଣେ ବିରଳ ବିପ୍ଳବୀର କାହାଣୀ) ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୪][୫]
ପ୍ରଦୋଷ କୁମାର ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପ୍ରଦୋଷ କୁମାର ପଟ୍ଟନାୟକ |
ବୃତ୍ତି | ସାମ୍ବାଦକି ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଚାଲିଛି... ଚାଲିବି ନପଡ଼ିବି ଥକି (ଜଣେ ବିରଳ ବିପ୍ଳବୀର କାହାଣୀ) |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬[୧] |
ରଚନାବଳୀ
ସମ୍ପାଦନା- ଚାଲିଛି... ଚାଲିବି ନପଡ଼ିବି ଥକି (ଜଣେ ବିରଳ ବିପ୍ଳବୀର କାହାଣୀ) (ଜୀବନୀ)[୬]
ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬[୭]
- ଜୀବନବ୍ୟାପୀ ସାଧନା ସମ୍ମାନ (ପରିଚୟ ଫାଉଣ୍ଡେସ) - ୨୦୨୨[୮]
ଆଧାର
ସମ୍ପାଦନା- ↑ "୨୦୧୨, ୨୦୧୩, ୨୦୧୪ ମସିହାରେ ପ୍ରକାଶିତ ୨୦୧୫ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
- ↑ "୨୦୧୫ ଓ ୨୦୧୬ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ କେଉଁ ବିଭାଗରେ ପାଇବେ ପୁରସ୍କାର". Prameyanews7. ଭୁବନେଶ୍ୱର. 10 July 2020. Archived from the original on 15 July 2022. Retrieved 15 July 2022.
- ↑ Otv, News Desk. "୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା. Archived from the original on 2022-07-15. Retrieved 2022-07-15.
- ↑ Pradhan, Hemanta (10 July 2020). "Odisha Sahitya Akademi Awards for 2015, 2016 declared - Times of India". The Times of India (in English). Bhubaneswar. Retrieved 15 July 2022.
{{cite news}}
: CS1 maint: unrecognized language (link) - ↑ "Odisha Sahitya Akademi award for 18 authors". The New Indian Express. Retrieved 2022-07-16.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଉପନ୍ୟାସରେ ନିତ୍ୟାନନ୍ଦ ପଣ୍ଡା, ଗୀତି କବିତାରେ ମନୋଜ ମହାନ୍ତି". Samaya Live. ଭୁବନେଶ୍ୱର. 11 July 2020. Archived from the original on 15 July 2022. Retrieved 15 July 2022.
- ↑ "Odisha Sahitya Akademi Awards announced | Sambad English". Sambad English (in English). Bhubaneswar: sambadenglish.com. 10 July 2020. Archived from the original on 15 July 2022. Retrieved 15 July 2022.
{{cite news}}
: CS1 maint: unrecognized language (link) - ↑ Mansingh, Sangita (2022-06-20). "ପ୍ରସିଦ୍ଧ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ". OdishaLIVE (in ଆମେରିକୀୟ ଇଂରାଜୀ). Archived from the original on 2022-07-19. Retrieved 2022-07-19.
ବାହାର ଆଧାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ପ୍ରଦୋଷ କୁମାର ପଟ୍ଟନାୟକ
ବାବଦରେ ମାଧ୍ୟମ ରହିଛି ।