ପୋଲିସ୍ ବାବୁ
ପୋଲିସ୍ ବାବୁ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ଶୈଳେନ୍ଦ୍ର ପରିଡ଼ା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ପୋଲିସ୍ ବାବୁ | |
---|---|
ନିର୍ଦ୍ଦେଶକ | ଶୈଳେନ୍ଦ୍ର ପରିଡ଼ା |
ପ୍ରଯୋଜକ | ଅଜୟ ରାଉତ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରଜନୀ ରଞ୍ଜନ |
କାହାଣୀ | ଶୈଳେନ୍ଦ୍ର ପରିଡ଼ା |
କଳାକାର | ସୁଭାଶିଷ ଶର୍ମା ସାୟଲ ବାନାର୍ଜୀ ଭୂପତି ତ୍ରିପାଠୀ କ୍ରିଷ୍ଣା କର ପିଣ୍ଟୁ ନନ୍ଦ |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ରବୀନ୍ଦ୍ର ବେହେରା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୧ ଡିସେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା ଓ ସାୟଲ ବାନାର୍ଜୀ ।[୩] ଭୂପତି ତ୍ରପାଠୀ, କ୍ରିଷ୍ଣା କର, ପିଣ୍ଟୁ ନନ୍ଦ, କାଳିଆ, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୧୧ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
ସମ୍ପାଦନା- ସୁଭାଶିଷ ଶର୍ମା
- ସାୟଲ ବାନାର୍ଜୀ
- ଭୂପତି ତ୍ରିପାଠୀ
- କ୍ରିଷ୍ଣା କର
- ପିଣ୍ଟୁ ନନ୍ଦ
- କାଳିଆ
- ଚୌଧୁରୀ ଜୟପ୍ରକାଶ ଦାସ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଲିପ୍ସା ମହାପାତ୍ର, କୁଳଦୀପ ପଟ୍ଟନାୟକ, ଶଶାଙ୍କ ଶେଖର, ଜ୍ୟୋତିର୍ମୟୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪] ୯ ଡିସେମ୍ବର ୨୦୨୨ରେ ଏହି କଥାଚିତ୍ରଟିର ଅଡ଼ିଓ ରିଲଜ୍ ହୋଇଥିଲା ।[୫]
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ମତେ ବାନ୍ଧି ନେ'ରେ ପୋଲିସ୍ ବାବୁ" | ୦୩:୨୧ | ଲିପ୍ସା ମହାପାତ୍ର | |
2. | "ଏମିତି କାହିଁକି ହେଲା" | ଶଶାଙ୍କ ଶେଖର | ||
3. | "କିଛି ତୋ' ପାଇଁ କିଛି ମୋ ପାଇଁ" | ଜ୍ୟୋତିର୍ମୟୀ, କୁଳଦୀପ ପଟ୍ଟନାୟକ | ୦୪:୨୮ |
ଆଧାର
ସମ୍ପାଦନା- ↑ "ନୂଆ ଓଡ଼ିଆ ସିନେମା 'ପୋଲିସ୍ ବାବୁ'ର ଅଡିଓ ରିଲିଜ୍". News18 Odia. ଭୁବନେଶ୍ୱର. 9 December 2022. Archived from the original on 1 January 2023. Retrieved 1 January 2023.
- ↑ "ସିନେମା 'ପୋଲିସ୍ ବାବୁ'ର ଅଡ଼ିଓ ରିଲିଜ୍". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 9 December 2022. Archived from the original on 1 January 2023. Retrieved 1 January 2023.
- ↑ ୩.୦ ୩.୧ "ଜୀ-ସାର୍ଥକରେ ଆଜି ରିଲିଜ୍ ହେବ 'ପୋଲିସ୍ ବାବୁ'". Sambad. 11 December 2022. Archived from the original on 1 January 2023. Retrieved 1 January 2023.
- ↑ ୪.୦ ୪.୧ "ପୋଲିସ୍ ବାବୁ". ସମ୍ବାଦ. No. ରବିବାର. 11 December 2022. Archived from the original on 1 January 2023. Retrieved 1 January 2023.
- ↑ "ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା 'ପୋଲିସ୍ ବାବୁ'ର ଅଡିଓ ରିଲିଜ୍". Samaja Live. ଭୁବନେଶ୍ୱର. 9 December 2022. Archived from the original on 1 January 2023. Retrieved 1 January 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପୋଲିସ୍ ବାବୁ