ପୋରବନ୍ଦର
ଗୁଜରାଟର ଏକ ସହର, ଭାରତ
ପୋରବନ୍ଦର ଗୁଜରାଟର ପୋରବନ୍ଦର ଜିଲ୍ଲାରେ ଅବସ୍ଥିତ ଏକ ସହର। ମହାତ୍ମା ଗାନ୍ଧୀ ଓ ଭକ୍ତ ସୁଦାମାଙ୍କ ଜନ୍ମ ସ୍ଥାନ ପାଇଁ ଏହି ସହର ପ୍ରସିଦ୍ଧ ।
ପୋରବନ୍ଦର
પોરબંદર Sudamapuri | |
---|---|
ସହର | |
![]() ହୁଜର ରାଜପ୍ରାସାଦ | |
Nickname: pbr | |
Country | ଭାରତ |
ରାଜ୍ୟ | ଗୁଜରାଟ |
ଜିଲ୍ଲା | ପୋରବନ୍ଦର |
Elevation | 1 m (3 ft) |
Population (2001) | |
• Total | ୧,୩୩,୦୮୩ |
ଭାଷା | |
• ସରକାରୀ | ଗୁଜରାଟୀi · ହିନ୍ଦୀ · ଇଂରାଜୀ |
Time zone | UTC+5:30 (IST) |
PIN | 360575 |
ଯାନବାହାନ ପଞ୍ଚୀକରଣ | GJ-25 |
Website | porbandar |
ଭୂଗୋଳ ସମ୍ପାଦନ କରନ୍ତୁ
ଇତିହାସ ସମ୍ପାଦନ କରନ୍ତୁ
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନ କରନ୍ତୁ
୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ ପୋରବନ୍ଦର ସହରର ମୋଟ ଜନସଂଖ୍ୟା ୨୧୭୩୦୭ ଅଟେ ।[୧] ସେଥି ମଧ୍ୟରୁ ୫୧.୬୬% ଜଣ ପରୁଷ ହୋଇଥିବା ବେଳେ ୪୮.୪୪% ଜଣ ନାରୀ ଅଟନ୍ତି । ପୋରବନ୍ଦରର ସାକ୍ଷରତା ହାର ୮୬.୪୬% ଅଟେ ।
ପର୍ଯ୍ୟଟନ ସମ୍ପାଦନ କରନ୍ତୁ
ଆଧାର ସମ୍ପାଦନ କରନ୍ତୁ
- ↑ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 2 February 2016.
ବାହାର ତଥ୍ୟ ସମ୍ପାଦନ କରନ୍ତୁ
ଉଇକିମିଡ଼ିଆ କମନ୍ସରେ ପୋରବନ୍ଦର
ବାବଦରେ ମାଧ୍ୟମ ରହିଛି ।
- ପୋରବନ୍ଦର travel guide from Wikivoyage
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |