ପୋନାଟିନିବ
ପୋନାଟିନିବ, ଆଇକ୍ଲୁସିଗ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ୍ ମାଇଲୋଜେନସ୍ ଲ୍ୟୁକେମିଆ (CML) ଏବଂ ତୀବ୍ର ଲିମ୍ଫୋବ୍ଲାଷ୍ଟିକ ଲିଉକେମିଆର (ALL) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହା ଫିଲାଡେଲଫିଆ କ୍ରୋମୋଜୋମ୍ ଯୁକ୍ତାତ୍ମକ (Ph +) ଅଟେ ।[୨] ଅନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Pronunciation | /poʊˈnætɪnɪb/ poh-NAT-i-nib Iclusig: /aɪˈkluːsɪɡ/ eye-KLOO-sig |
Trade names | Iclusig |
Synonyms | AP24534 |
AHFS/Drugs.com | monograph |
MedlinePlus | a613029 |
data | |
Pregnancy category |
|
Routes of administration | By mouth (tablets) |
Legal status | |
Legal status |
|
Pharmacokinetic data | |
Bioavailability | Unknown |
Protein binding | >99% (in vitro) |
Metabolism | Liver (CYP3A4, 2C8, 2D6, 3A5) |
Elimination half-life | 12–66 hours |
Excretion | Feces (87%), urine (5%)[୧] |
Identifiers | |
| |
Chemical and physical data | |
Formula | C29H27F3N6O |
Molar mass | ୫୩୨.୫୭ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ, ଅଗ୍ନାଶୟ ପ୍ରଦାହ, ଜ୍ୱର, ପେଟ ଯନ୍ତ୍ରଣା, ହୃଦଘାତ, ଆଟ୍ରିଆଲ୍ ଫିଇବ୍ରିଲେସନ, କମ୍ ପ୍ଲାଟେଲେଟ୍, ନିମ୍ନ ରକ୍ତ ନିଉଟ୍ରୋଫିଲ୍ ସ୍ତର, ଷ୍ଟ୍ରୋକ, ବୃକ୍କ ସମସ୍ୟା ଏବଂ ହୃଦ୍ପାତ ହୋଇପାରେ ।[୩] ପ୍ରାୟ ୨୫% ଲୋକଙ୍କର ଧମନୀରେ ଏବଂ ୫% ଲୋକଙ୍କର ଗମ୍ଭୀର ରକ୍ତ ଜମାଟ ବାନ୍ଧିଥାଏ ।[୩] ଏହା ଏକ ଟାଇରୋସିନ୍-କାଇନେଜ ଇନହିବିଟର ଯାହା ବିସିଆର-ଏବିଆଇକୁ (Bcr-Abl) ଅବରୋଧ କରେ ।[୨] [୩]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୩ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପୋନାଟିନିବ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ପ୍ରତି ମାସରେ ଏହି ଔଷଧ ପିଛା ପ୍ରାୟ, ୫୧୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୯,୦୦୦ ଡଲାର ଅଟେ ।[୫]
ଆଧାର
ସମ୍ପାଦନା- ↑ "Iclusig (ponatinib) Tablets, for Oral Use. Full Prescribing Information". ARIAD Pharmaceuticals, Inc. 26 Landsdowne Street, Cambridge, MA 02139-4234. Archived from the original on 17 October 2018. Retrieved 2 October 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Ponatinib Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2016. Retrieved 28 October 2021.
- ↑ ୩.୦ ୩.୧ ୩.୨ ୩.୩ "Iclusig". Archived from the original on 13 August 2021. Retrieved 28 October 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1041. ISBN 978-0857114105.
- ↑ "Iclusig Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 April 2021. Retrieved 28 October 2021.