ପୂଜାରିଣୀ
୧୯୮୧ର ଓଡ଼ିଆ କଥାଚିତ୍ର
ପୂଜାରିଣୀ ୧୯୮୧ ମସିହାର ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଜଲାଲ ଆଦେନୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଓ ସ୍ୱର ସଂଯୋଜନା କରିଥିଲେ ।
ପୂଜାରିଣୀ | |
---|---|
ନିର୍ଦ୍ଦେଶକ | ଜଲାଲ ଆଦେନୀ |
କଳାକାର | ନରେନ୍ଦ୍ର କୁମାର ବେହେରା ନିହାରିକା ସାହୁ |
ସଙ୍ଗୀତ | ଜଲାଲ ଆଦେନୀ |
ମୁକ୍ତିଲାଭ ତାରିଖ | ୧୯୮୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନରେନ୍ଦ୍ର କୁମାର ବେହେରା ଓ ନିହାରିକା ସାହୁ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଜଲାଲ ଆଦେନୀ । ଗୀତିକାର ନିଜାମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନୁରାଧା ପୌଡ଼ୱାଲ, ତାନସେନ ସିଂ, ମନ୍ନା ଡେ, ସୁରେଶ ୱାଡ଼େକର, ଜବିନ ଆଦେନୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଗଙ୍ଗା ହେ କୁହ ସବୁରି କଳଙ୍କ" | ଅନୁରାଧା ପୌଡ଼ୱାଲ | |
2. | "କିଛି ନୁହେଁ ତୋର" | ମନ୍ନା ଡେ | |
3. | "କହିବୁ ବୋଉ ଲୋ" | ଅନୁରାଧା ପୌଡ଼ୱାଲ | |
4. | "କହିଥିଲୁ ମିଛି ମିଛିକା" | ଜୁବିନ ଆଦେନୀ | |
5. | "ମୁଁ ନେବି ଜନମ" | ସୁରେଶ ୱାଡ଼େକର, ଜୁବିନ ଆଦେନୀ | |
6. | "ନା ଯା ଲୋ ନା ଯା" | ଅନୁରାଧା ପୌଡ଼ୱାଲ | |
7. | "ରୁଷିଛି ଅଭିମାନିନୀ" | ତାନସେନ ସିଂ | |
8. | "ସବୁ କଥାରେ ହୁଁ ମାରୁଚୁ" | ତାନସେନ ସିଂ |
ଆଧାର
ସମ୍ପାଦନା- ↑ "Pujarini (1981), Odia Song mp3 Download". odiafresh.com (in ଇଂରାଜୀ). Retrieved 23 June 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପୂଜାରିଣୀ