ଚାନ୍ଦୁଆ ଓଡ଼ିଶାର ଏକ ପୁରାତନ ହସ୍ତକଳା । ଓଡ଼ିଶାର ପିପିଲି ଚାନ୍ଦୁଆ ତିଆରି ଓ ରପ୍ତାନୀ କ୍ଷେତ୍ରରେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛି ।

ପ୍ରକାର ସମ୍ପାଦନା

ଜଳପରି ପିପିଲି ଚାନ୍ଦୁଆ।

ପ୍ରସ୍ତୁତି ସମ୍ପାଦନା

ଚାନ୍ଦୁଆରେ ଅଙ୍କା ଯାଉଥିବା ରାହୁମୁଣ୍ଡ, ଶୁଆ, କଦଳୀପତ୍ର, ନୀଳଚକ୍ର, ଗଦା, ତୁଳସୀପତ୍ର ଓ ବେଲପତ୍ର ପରି ଆଦି ସୂକ୍ଷ୍ମ କାମ ଛୁଞ୍ଚି ସୂତାରେ ମହିଳାମାନେ କରନ୍ତି । ଏହାପରେ ପୁରୁଷ ଲୋକମାନେ ମେସିନରେ ଏସବୁ ଯୋଡେଇ କରିଥାଆନ୍ତି। - [୧][୨]

ଶ୍ରୀମନ୍ଦିରରେ ଚାନ୍ଦୁଆ ସମ୍ପାଦନା

ହେରାପଞ୍ଚମୀ ଦିନ ମଠ ପରିସରରେ ଚାନ୍ଦୁଆ ନିର୍ମାଣ କାର୍ଯ୍ୟ ଅନୁକୂଳ ହୁଏ । ନିଳାଦ୍ରୀ ବିଜେ ଦିନ ରତ୍ନ ସିଂହାସନରେ ଚାନ୍ଦୁଆ ବନ୍ଧାହୁଏ । [୩]

ଆଧାର ସମ୍ପାଦନା

  1. "ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ଚାନ୍ଦୁଆ କାମ". ଓଡ଼ିଶା ରିପୋର୍ଟର. ୧୪ ଜୁଲାଇ ୨୦୧୫. Retrieved 2 October 2015. {{cite news}}: Check date values in: |date= (help)
  2. "Chandua/Applique Work". odishadiary.tv. Archived from the original on 6 April 2015. Retrieved 2 October 2015.
  3. ଦାରୁଦିଅଁ, ନବକଳେବର ୨୦୧୫ (୯ ଜୁନ ୨୦୧୫). ମଠେ ମଠେ ଚହଳ... କଟକ: ତଥାଗତ ଶତପଥୀ - ଧରିତ୍ରୀ. pp. ୪୬. {{cite book}}: Check date values in: |date= (help)CS1 maint: numeric names: authors list (link)