ପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟ


ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଓଡ଼ିଶା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନଗରରେ ଅବସ୍ଥିତ ଏକ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ । ଏହା ୨୦୦୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଜାରା ସ୍ଥାପିତ ହୋଇଥିଲା । ଏହି ସରକାରୀ ମହାବିଦ୍ୟାଳୟଟି ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ନାମିତ ।

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ
ସ୍ଥାପିତ୨୦୦୯
ପ୍ରକାରସରକାରୀ
ଅଧ୍ୟକ୍ଷଡ: ରଞ୍ଜନ କୁମାର ସ୍ୱାଇଁ
ଅବସ୍ଥାନବ୍ରହ୍ମପୁର, ଓଡ଼ିଶା, ଭାରତ
ପରିସର୮୫ ଏକର
ଅନୁବନ୍ଧନବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
ୱେବସାଇଟwww.pmec.ac.in

୯ଟି ବିଭାଗ:[ଆଧାର ଲୋଡ଼ା]

ବିଭାଗ
ନିର୍ମାଣ (ସିଭିଲ୍) ୧୨୦
କମ୍ପ୍ୟୁଟର୍ ସାଇନସ୍ ୧୨୦
ଇଲେକ୍ଟ୍ରିକାଲ୍ ୧୨୦
ଯାନ୍ତ୍ରିକ (ମେକାନିକାଲ୍) ୧୨୦
ବିଦ୍ୟୁତାଣୁ (ଇଲେକଟୋନିକ୍ସ) ୬୦
ଯାନବାହନ (ଅଟୋମୋବାଇଲ) ୬୦
ଉତ୍ପାଦନ (ପ୍ରଡ଼କ୍ସନ) ୬୦
ରସାୟନ (କେମିକ୍ୟାଲ୍) ୬୦
ମେଟାଲୁର୍ଜି ୬୦

ଆଧାର ସମ୍ପାଦନା

External links ସମ୍ପାଦନା