ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର
ଭାରତର ଏକ ହିନ୍ଦୁ ମନ୍ଦିର
ନୀଳକଣ୍ଠେଶ୍ୱର ଶିବ ମନ୍ଦିର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏକଦା ବୌଦ୍ଧ ଦାର୍ଶନିକ ଧର୍ମକୀର୍ତ୍ତି ଏଠାରେ ରହିବାର ଅନୁମାନ କରାଯାଏ । ମନ୍ଦିରସ୍ଥ ପଥରରେ ଖୋଦିତ ପାଲି ଭାଷାରେ ଲିଖିତ ଶୀଳାଲିପିରୁ ଏହି ପ୍ରମାଣ ମିଳେ ।[୧][୨]
ନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ରାୟଗଡ଼ା |
Location | |
Country | ଭାରତ |
ଭୌଗୋଳିକ ଅବସ୍ଥିତି
ସମ୍ପାଦନାପଦ୍ମପୁର ସହରର ସଂଲଗ୍ନ ଏକ ଛୋଟ ପାହାଡ ଉପରେ ଏହି ମନ୍ଦିରଟି ପ୍ରତିଷ୍ଠିତ ।
ପର୍ବ ପର୍ବାଣି
ସମ୍ପାଦନାଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ପର୍ବ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ ।
ସୁବିଧା ସୁଯୋଗ
ସମ୍ପାଦନାଆଧାର
ସମ୍ପାଦନା- ↑ Patra, Dasarathy. Tribal Tourism and Culture (PDF). Orissareview-November,2011. pp. 63–68.
- ↑ "GEOMORPHOLOGICAL, POLITICAL AND RELIGIOUS HISTORY OF ORISSA" (PDF). Retrieved 27 May 2017.
ଅଧିକ ତଥ୍ୟ
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |