ନିରଞ୍ଜନା ଅନୁପ
ଭାରତୀୟ ଅଭିନେତ୍ରୀ
ନିରଞ୍ଜନା ଅନୁପ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମାଲାୟାଲମ୍ କଥାଚିତ୍ର ଜଗତରେ ମୁଖ୍ୟତଃ ଅଭିନୟ କରନ୍ତି ।[୧] ସେ ଜଣେ ତାଲିମପ୍ରାପ୍ତ ଭାରତନାଟ୍ୟମ ଓ କୁଚିପୁଡ଼ି ନୃତ୍ୟଶିଳ୍ପୀ ।[୨]
ନିରଞ୍ଜନା ଅନୁପ | |
---|---|
ଜନ୍ମ | କୋଜିକୋଡ଼େ, କେରଳ, ଭାରତ | ୬ ଫେବୃଆରୀ ୧୯୯୯
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୫–ଏବେଯାଏଁ |
ପିତାମାତା | ଅନୁପ ଆକବର ନାରାୟଣୀ ଅନୁପ |
ପେଷା
ସମ୍ପାଦନା୨୦୧୫ ମସିହାରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଲୋହମ୍, ଯେଉଁଥିରେ ସେ ଅଭିନେତା ମୋହନଲାଲଙ୍କ ସହିତ ଅଭିନୟ କରିଥିଲେ ।[୩] ସେ ଡବିଂ କଳାକାର ଭାବରେ କାମ କରିବା ସହିତ କିଛି କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୪]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୫ | ଲୋହମ୍ | ମାଇତ୍ରି | [୫] | |
୨୦୧୭ | ପୁଥାନ ପାନମ | ମିଆ | [୬] | |
ଗୁଡାଲୋଚାନା | ଫିଦା | [୭] | ||
ସି/ଓ ସାଇବା ବାନୁ | ଅରୁନ୍ଧତୀ | [୮] | ||
୨୦୧୮ | ଇରା | ଜେନିଫର୍ | [୯] | |
କାଲା ଭିପ୍ଲାଭମ୍ ପ୍ରଣୟମ୍ | | ଆୟଶା ଅହମ୍ମଦ | [୧୦] | ||
ବି.ଟେକ୍ | ଅନନ୍ୟା ବିଶ୍ୱନାଥ | [୧୧] | ||
୨୦୨୧ | ଚତୁର ମୁଖମ୍ | ସଫିୟା | [୧୨] | |
୨୦୨୨ | କିଙ୍ଗ୍ ଫିସ୍ | ମଲ୍ଲିକା ଏବଂ ବ୍ରିନ୍ଦା | [୧୩] | |
୨୦୨୩ | ଏନକିଲୁମ ଚନ୍ଦ୍ରିକେ | ଚନ୍ଦ୍ରିକା | [୧୪] |
ଡବିଂ କଳାକାର
ସମ୍ପାଦନାବର୍ଷ | ଆଖ୍ୟା | ଭାଷା | ଆଧାର |
---|---|---|---|
୨୦୨୨ | ପଦ୍ମା | ମାଲାୟାଲମ୍ | କେବଳ ଡବିଂ |
କ୍ଷୁଦ୍ର ଚଳଚ୍ଚିତ୍ର
ସମ୍ପାଦନାବର୍ଷ | ଶୀର୍ଷକ | ନିର୍ଦ୍ଦେଶକ | ମନ୍ତବ୍ୟ | ଆଧାର |
---|---|---|---|---|
୨୦୨୦ | କେ-ନଲେଜ୍ | ଗ୍ରେସ୍ ଆଣ୍ଟୋନି | ଅତିଥି କଳାକାର | [୧୫] |
ଆଧାର
ସମ୍ପାଦନା- ↑ Thomas, Elizabeth (16 October 2018). "Onto a bigger stage". Deccan Chronicle.
- ↑ "Niranjana Anoop embodies Krishna in dance drama 'Govinda Madhava'". The New Indian Express.
- ↑ IndiaGlitz (22 August 2015). "Niranjana's naughty act impresses in 'Loham'". Indiaglitz.com. Archived from the original on 24 August 2015. Retrieved 22 August 2015.
- ↑ "Niranjana Anoop makes her mark in the Malayalam film industry". The New Indian Express.
- ↑ "Niranjana is Ranjith's new heroine". The Times of India.
- ↑ "Niranjana plays a class 12 student in Puthan Panam". The Times of India.
- ↑ "Niranjana Anoop will romance Dhyan Sreenivasan in her next". The Times of India.
- ↑ "Arundhathi's grandfather in c/o Saira Banu is no ordinary actor". The Times of India.
- ↑ "Niranjana Anoop to romance Asif Ali in Btech". The New Indian Express.
- ↑ "Gayathri Suresh is a bold lecturer with communist leanings, in her next". The Times of India. 20 August 2017. Retrieved 4 December 2017.
- ↑ "Aju Varghese, Sreenath Bhasi and Niranjana join Btech". Deccan Chronicle.
- ↑ "Watch: First look motion poster of Manju Warrier's 'Chathur Mukham'". The News Minute. 21 February 2021.
- ↑ "ഇതാ 'കിങ് ഫിഷി'ലെ ഭാസ്കര വര്മ്മയും മല്ലികയും". Malayalam. Samayam.
- ↑ https://timesofindia.indiatimes.com/entertainment/malayalam/movie-reviews/enkilum-chandrike/movie-review/98017450.cms?from=mdr
- ↑ "Grace Antony turns director with short film K-nowledge". The Hindu.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ନିରଞ୍ଜନା ଅନୁପ